ମୁଁ ଗୋଟେ ଗରିବ ପରିବାରରୁ ୟୁଟୁବ୍ ଦୁନିଆରେ ପାଦ ରଖିଛି, ସମସ୍ତଙ୍କ ଜୀବନରେ କିଛି ନା କିଛି ଲଖ୍ୟ ଥାଏ,ମୋ ଜୀବନରେ ମଧ୍ୟ୍ୟ କିଛି ଲଖ୍ୟ ଅଛି କଣ ନା ମୁଁ ୟୁଟୁବରୁ ଯେତେବେଳେ ଲଖ୍ୟ ଲଖ୍ୟ ଟଙ୍କା ଇନକମ୍ କରିବି ସେତେବେଳେ ମୁଁ ଓଡିଶାରେ ଗରିବ ଲୋକଙ୍କ ସେବାରେ,ତାଙ୍କ ଦୁଃଖ ସମୟରେ ଲଗାଇବି ସାହାଯ୍ୟ କରିବି ,ଏବଂ ମୁଁ ଗୋଟେ ସମାଜ୍ ସେବୀ ହେବାକୁ ଚାହୁଁଛି , ତେଣୁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛୁ ଆପଣମାନେ ମୋତେ ସପୋର୍ଟ କରନ୍ତୁ ମୋ ୟୁଟୁବ୍ ଚ୍ୟାନେଲକୁ ସସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଘଣ୍ଟି ଚିହ୍ନକୁ ଦବେଇ ଦେବେ ଯାହା ଫଳରେ ମୋର ସବୁ ଭିଡିଓ ଆପଣଙ୍କ ପାଖରେ ପହଁଚିବ ଆଉ ଆପଣ ତାକୁ ଦେଖିବେ ତାହେଲେ ଯାଇ ମୁଁ ଆଗକୁ ବଢ଼ିବି , ଯଦି ଆପଣଙ୍କର କିଛି ଦୁଃଖ ସମୟ ଆସେ ତାହେଲେ ମୁଁ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବି ମୋ:ନଂ:-8508610453call me 🙏🙏🙏 ଜୟ ଜଗନ୍ନାଥ 🙏🙏🙏