#ଆପଣମାନଙ୍କୁ ମୋର SB YouTuber Channel କୁ ହାର୍ଦ୍ଧିକ ସ୍ୱାଗତ ଓ ଅଭିନନ୍ଦନ । 🙏🎥
ମୁଁ ଏହି ଚ୍ୟାନେଲ୍ଟିକୁ ୨୦୨୨ ମସିହାରେ ଆରମ୍ଭ କରିଥିଲି । 🎥
ସେଥିଠାରୁ ଆଜି ପର୍ଯ୍ୟନ୍ତ ଆପଣମାନଙ୍କର ଅପାର ଭଲପାଇବା ଓ ସମର୍ଥନରେ ଏହି ଚ୍ୟାନେଲ୍ଟି ଧୀରେ ଧୀରେ ଆଗକୁ ବଢ଼ୁଛି । ଆରମ୍ଭ ସମୟରେ ଅନେକ ସମସ୍ୟା ଓ ଚ୍ୟାଲେଞ୍ଜ ଥିଲା, କିନ୍ତୁ ଆପଣମାନଙ୍କର ଉତ୍ସାହ ଓ ସପୋର୍ଟ ମୋତେ ଆଗକୁ ଆଣିଛି ।
ମୋର ଏହି ଚ୍ୟାନେଲ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମ ଗ୍ରାମୀଣ ଜୀବନ, ପରମ୍ପରା, ମେଳା, ଯାତ୍ରା, ମଣ୍ଡେଇ ଓ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକୁ ସମସ୍ତଙ୍କ ପାଖକୁ ପହଞ୍ଚାଇବା । ଆମ ଗାଁର ଆସଳ ସୌନ୍ଦର୍ଯ୍ୟ ଓ ସଂସ୍କୃତିକୁ ଦୁନିଆକୁ ଦେଖାଇବା ହେଉଛି ମୋର ସ୍ଵପ୍ନ ।
ପ୍ରତ୍ୟେକ ଭିଡିଓ ମୁଁ ହୃଦୟରୁ ତିଆରି କରେ, ଯେଣ୍ଟା ଆପଣମାନେ ଦେଖି ସତ୍ୟ ସଂସ୍କୃତିର ଅନୁଭବ କରିପାରିବେ । ଆପଣମାନଙ୍କର ପ୍ରତ୍ୟେକ Like, Comment ଓ Share ମୋତେ ଆଉ ଭଲ କାମ କରିବାକୁ ପ୍ରେରିତ କରେ ।
ଆଗକୁ ମଧ୍ୟ ଏମିତି ସମର୍ଥନ ଓ ଭଲପାଇବା ଦେଇ ମୋତେ ସହଯୋଗ କରନ୍ତୁ । ଯଦି ଆପଣ ଏପର୍ଯ୍ୟନ୍ତ Subscribe କରିନାହାନ୍ତି, ତେବେ ଏବେଇ Subscribe କରନ୍ତୁ ଓ Bell Icon ଦବାଇଦିଅନ୍ତୁ ଯାହାଦ୍ୱାରା ନୂଆ ଭିଡିଓର ନୋଟିଫିକେସନ୍ ପାଇପାରିବେ ।
ଧନ୍ୟବାଦ 🙏😊
SB YouTuber 🎬
SB Youtuber
payment release date 30/10/26 ଆସନ୍ତା କାଲି ପିଏମ୍ କିସାନ୨୪ତମ ୨୦୦୦ ଟଙ୍କା ପ୍ରଦାନ କରିବେ ନରେନ୍ଦ୍ର ମୋଦୀ
4 days ago | [YT] | 19
View 0 replies
SB Youtuber
Happy Dussehra festival all of you friends
2 weeks ago | [YT] | 44
View 2 replies
SB Youtuber
ଏହି ବର୍ଷ ଆମ ଉମରକୋଟ ବ୍ଲକ ଭଞ୍ଜ ମଣ୍ଡବ ବାହୁବଳୀ ରାଜ ମହଲ ଡେର୍କରସନ ଏହିଛି । Umerkote Bhanja mandap Bahubali Rajmahal 2026
2 weeks ago | [YT] | 22
View 0 replies
SB Youtuber
ଦଶହରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
2 weeks ago | [YT] | 35
View 0 replies
SB Youtuber
Content Creators Meet up || Narsingh Bhatra #contentcreator #BhaskelDam || ଝରିଗାଁ ବିଧାୟକ ନରସିଂ ଭତ୍ରା
https://youtu.be/g5lbsmCsKk4?si=xk-VT...
3 weeks ago | [YT] | 4
View 0 replies
SB Youtuber
नुआखाई जुहारनी सोहंगा गांव कार्यक्रम
1 month ago | [YT] | 23
View 0 replies
SB Youtuber
नुआखाई जुहारनी सोहंगा गांव कार्यक्रम
https://youtu.be/Ua2hN0oes4k?si=hckPn...
1 month ago | [YT] | 0
View 0 replies
SB Youtuber
ଆଜି ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ || SB YouTuber
1 month ago | [YT] | 46
View 0 replies
SB Youtuber
ମୁର୍ତ୍ତି କୁ ବିସର୍ଜନ କଲେ ନାହିଁ ଗାଁ ଲୋକେ 😲|| Murti Visarjan Semala || SB YouTuber || Semala Visarjan
https://youtu.be/87vX8A0ndKg?si=1ostX...
1 month ago | [YT] | 2
View 0 replies
SB Youtuber
https://youtu.be/87vX8A0ndKg?si=1ostX...
1 month ago | [YT] | 31
View 0 replies
Load more