ଜୟ ଜଗନ୍ନାଥ 🙏
ଜୟ ମା ମାଟିଆ ମଙ୍ଗଳା 🙏
ଆପଣମାନଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ କରୁଛି ☺️
ମୋ ନାଁ ଲହରି ଦଳେଇ, ମୋ ଘର ବାଲେଶ୍ୱର ଜିଲ୍ଲା ଇମାମି ଜଗନ୍ନାଥ ମନ୍ଦିର ପାଖରେ, ମୁଁ ମୋ ଭିଡିଓ ମାଧ୍ୟମ ରେ ଗାଁ ଲୋକମାନଙ୍କର ପ୍ରତିଦିନ କାର୍ଯ୍ୟକଳାପ ବିଷୟରେ ଆପଣମାନଙ୍କୁ ଦେଖାଇବାକୁ ଚେଷ୍ଟାକରେ 🙂❤️
ଆପଣମାନେ ମୋ ଭିଡିଓ ଦେଖୁଥିବାରୁ ସମସ୍ତଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ 🙏
ଏବେ ଆପଣମାନଙ୍କ ସମର୍ଥନ(Support) ମତେ ବେଶି ଆବଶ୍ୟକ, ଯାହାଦ୍ୱାରା କି ମୁଁ ଗାଉଁଲି ସଂସ୍କୃତିକୁ ପୁରା ଓଡିଶାରେ ବିସ୍ତାର କରିପରିବି ❤️
ଯଦି ଆପଣ ମୋ ଭିଡିଓକୁ ଦେଖିଛନ୍ତି ତାହାଲେ ଭିଡ଼ିଓ କୁ Like, Comment, Share କରି ଆମ ଚ୍ୟାନେଲ କୁ Please Subscribe କରିଦେବେ, ଯାହାଦ୍ୱାରା କି ଆମ ଭିଡିଓ ଓଡିଶାର ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚିପାରିବ 🥰❤️
ଆଶାକରୁଛି ଆମ ଓଡ଼ିଆ ସଂସ୍କୃତି କୁ ଆଗକୁ ନେବାପାଇଁ ଆପଣମନେ ଆମକୁ ସାହାଯ୍ୟ କରିବେ 🙏
ରହିଲି ଜୟ ଜଗନ୍ନାଥ 🙏 ଜୟ ମା ମାଟିଆ ମଙ୍ଗଳା 🙏
For Business Enquiry :-
Email :- laharidaleibusiness@gmail.com
Utkal Jhia Lahari
ଆମ momo steamer 😃 ଦୋକାନ ବହୁତ ଜଲଦି ଖୋଲାଯିବ 🥰
5 days ago | [YT] | 11,582
View 38 replies
Utkal Jhia Lahari
କେତେ ଦିନ ପରେ ମୋ ସ୍ୱାମୀଙ୍କ ସହିତ ଗୁଟେ full ଫୋଟ ଉଠେଇଲି 😃🥰❤️
2 weeks ago | [YT] | 21,733
View 134 replies
Utkal Jhia Lahari
ଆମ ନୂଆ ଫ୍ରିଜ୍ 😃 କେମିତି ଲାଗୁଛି 🥰
1 month ago (edited) | [YT] | 8,796
View 73 replies
Utkal Jhia Lahari
Happy New Year ସମସ୍ତଙ୍କୁ 🥰 ମହାବିଷୁବ ସଂକ୍ରାନ୍ତି କୁ ପଣା ସଂକ୍ରାନ୍ତି ବୋଲି କୁହାଯାଏ ❤️ ଆଜି ହେଉଛି ଆମ ଓଡ଼ିଆ ନବ ବର୍ଷ, ବୈଶାଖ ମାସର ପ୍ରଥମ ଦିନ 😃 ଆଜିର ଦିନକୁ ଆମ ଗାଁରେ ଆମେ ଛତୁଆ ବୋଲି କହୁ ଆକୁ ☺️
6 months ago | [YT] | 19,245
View 47 replies
Utkal Jhia Lahari
ବଣରେ ମଜା ଆସିଆଲା ଚାରକୁଳି ଖାଇକି #JungleAdvanture #post
6 months ago | [YT] | 15,351
View 52 replies
Utkal Jhia Lahari
ଆଜି ମୋ ସ୍ତ୍ରୀ ଜନ୍ମଦିନ 😃❤️❤️
7 months ago | [YT] | 30,159
View 439 replies
Utkal Jhia Lahari
1st time ମୋ ସ୍ୱାମୀଙ୍କ ସହ ପଇଡ଼ ପିଇଥିଲି ସେ ବି ଆମ Anniversary ଦିନ 😍 ମୁଁ ବହୁତ ଖୁସି 🥰 ଆଉ ପଇଡ଼ ଟା ବି ବହୁତ ବଡ ଥିଲା, ଏକା ପିଇକି ଯମା ସାରି ହେଇନଥାନ୍ତା ☺️
#Post
8 months ago | [YT] | 17,677
View 33 replies
Utkal Jhia Lahari
କାହାର କାହାର ଧାନ ଉଷା ଆରମ୍ଭ ହେଲାଣି 😃 ଏ ଶୀତରେ ଧାନ ଉଷେଇବାକୁ ବହୁତ ମଜା ଲାଗୁଛି 🥰
#post
9 months ago | [YT] | 19,223
View 40 replies
Utkal Jhia Lahari
ମାଣବସା ଗୁରୁବାର ଶେଷ ପାଳି ☺️🥰 ଜୟ ମା ଲଷ୍ମୀ 🙏 #post #maalaxmi
10 months ago | [YT] | 18,575
View 44 replies
Utkal Jhia Lahari
ପଞ୍ଚୁକ ଦ୍ୱିତୀୟ ପାଳି ☺️🥰 ଚାରିଆଡେ ଏତେ ଭୋଗ ଖାଇକି ଜମା ସାରି ପାରିବନି 😃
#post
11 months ago | [YT] | 9,386
View 38 replies
Load more