Odisha Television popularly known as OTV was launched as a cable channel on 17 April, 1997. Odisha TV's first live telecast was Biju Babu's last rites. Since 25 years OTV enjoys 45 Million Odia speaking population's love, trust and confidence by being No.1 and has established itself as Free, Fair & Unbiased media Channel. Odisha TV also with time became the first to enter the digital media with its presence on social media platforms, OTV App and its websites www.odishatv.in and www.otvkhabar.in . OTV continues to lead and be No.1 in Odisha on Digital Media as well. OTV is forever grateful to its viewers for their unwavering trust, confidence and love toward us.
OTV
#ପାର୍ବଣ_ପାଇଁ_ସୁନା_୨_ଲକ୍ଷ_ପାର!
ବଢିଚାଲିଛି ସୁନା ଦର। ଦିନକୁ ଦିନ ନୂଆ ରେକର୍ଡ କରୁଛି ସୁନାର ମୂଲ୍ୟ। ଆଗକୁ ପାର୍ବଣ, ଧନତେରସଠାରୁ ଆରମ୍ଭ କରି ବିବାହ ଋତୁ ଆସୁଛି। ସୁନା କିଣିବାକୁ ଗ୍ରାହକଙ୍କ ଚାହିଦା ବଢିବ ହେଲେ ଏହାରି ଭିତରେ ଆକାଶଛୁଆଁ ହୋଇଛି ସୁନା। ଆଗୁକ ୨ଲକ୍ଷ ପାର୍ କରିଯିବ।
#goldprice #GoldRate #GoldPrices #GoldNews #GoldMarket #Dhanteras #FestiveSeason #WeddingSeason #IndiaGold #GoldInvestment #OdishaTV #OTV #news_room_2_o
https://www.youtube.com/watch?v=nLy41...
7 hours ago | [YT] | 8
View 0 replies
OTV
#କ୍ୟାଟ୍ରିନାଙ୍କୁ_ଟ୍ରୋଲ_ରାଗିଗଲେ_ସଲମାନ୍
ଭାଇଜାନଙ୍କ ରାଗ ଚରମରେ। ସିଧା ଶୋ' ମଝିରେ ଖୋଲିଦେଲେ ସର୍ଟ। ସିଧା ନିଜର ବହୁ ପରିଚିତ ଶୋ' ହୋଷ୍ଟିଙ୍ଗ ବେଳେ କପଡ଼ା ଖୋଲି ଦେଲେ। ସିକ୍ସ ପ୍ୟାକ ବଡି ଦେଖେଇଲେ ଆଉ କହିଲେ ଦେଖ, ମୁଁ ବୁଢ଼ା ହେଇଛି ନା !
#salmankhan #KatrinaKaif #SalmanKhanReaction #KatrinaKaifTrolling #Bhaijaan #BollywoodNews #SalmanKhanNews #KatrinaKaifNews #Bollywood #CelebrityNews #EntertainmentNew #NewsRoom2.0
https://www.youtube.com/watch?v=78RCk...
7 hours ago | [YT] | 1
View 0 replies
OTV
#ସୁସ୍ଥ_ହେଉଛନ୍ତି_ଓରାଙ୍ଗଉଟାନ
ଣିଷ ସହ ମଣିଷ ହୋଇଯିବେ କି ବଣମଣିଷ ? ମଣିଷ ଭଳି ବଞ୍ଚିବା ଶିଖିଯିବେକି ଏମାନେ ? କିଏ ଦଉଡ଼ିରେ ଝୁଲୁଛି ତ ଆଉ କିଏ ସିଡିରେ ପାଦ ପକାଇ ଧିରେ ଧିରେ ଆଗକୁ ବଢୁଛି। ଦେଖିଲେ.... ଏ ନିରୀହ ମୁହଁ ଗୁଡା କେମିତି ଦିଶୁଛି। ଯେଉଁ ବୟସରେ ଏମାନେ ମା କୋଳରେ ଖେଳିବା କଥା, ସେଠି ଏମାନେ ମଣିଷ ମାନଙ୍କ ପାଖରେ ରହୁଛନ୍ତି।
#NandankananZoo #OdishaNews #OrangutanRescue #WildlifeRehabilitation #AnimalRescue #WildlifeConservation #Bhubaneswar #NewsRoom2.o
https://www.youtube.com/watch?v=SXqlu...
7 hours ago | [YT] | 4
View 0 replies
OTV
#ଦୁଃଖ_ଏମିତି_ଆସେ..... #ବନା_ଭାଇଙ୍କ_ସଂସାର_ଉଜୁଡ଼ିଗଲା!
ଜୟଦେବ ବିହାରର ବେହେରା ହୋଟେଲ... ଦିନେ ଯେଉଁଠି ଆମିଷ ବ୍ୟଞ୍ଜନର ବାସ୍ନା ସାଙ୍ଗକୁ ଗ୍ରାହକଙ୍କ ଭିଡ଼ ଜମୁଥିଲା, ଆଜି ସେଠି ଛାଇଯାଇଛି ଶୋକର ଛାୟା। ଚୁଲି ଜଳୁନି, ରୋଷେଇ ହେଉନି... ଶୁଭୁଛି କେବଳ ପରିବାରର ସାତ ଜଣଙ୍କୁ ହରାଇଥିବା ବନମାଳି ବେହେରାଙ୍କ କୋହଭରା କାନ୍ଦଣା। ମଧ୍ୟପ୍ରଦେଶରେ ବଗଳାମୁଖୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ନାଳ ଭିତରକୁ କାର୍ ବୁଡ଼ିଯିବାରୁ ବନମାଳିଙ୍କ ପରିବାରର ୭ ଜଣଙ୍କ ଜୀବନ ଚାଲିଯାଇଛି। ପତ୍ନୀ, ପୁଅ, ଝିଅ, ଜ୍ୱାଇଁ ଓ ନାତିନାତୁଣୀଙ୍କୁ ହରାଇ ଏବେ ଏକା ହୋଇଯାଇଛନ୍ତି ବନା ଭାଇ।
#OdishaTV #OTV #BanaBhai #BeheraHotel #JayadevVihar #OdishaNews #MadhyaPradesh #RoadAccident #CarAccident #FamilyTragedy #AccidentNews #BreakingNews #NEWS_ROOM_2_O
https://www.youtube.com/watch?v=QytYS...
8 hours ago | [YT] | 5
View 0 replies
OTV
ରାତି ୯ଟା ଟପ୍ ହେଡଲାଇନ୍ସ #OTVHeadlines #9pmHeadlines #TopHeadlines #OTV #Odisha
8 hours ago | [YT] | 51
View 0 replies
OTV
ହସ୍ପିଟାଲ ବେଡରେ ଗୁରୁତର ଅବସ୍ଥାରେ ଜଣେ ରୋଗୀ। ମୁହଁରେ ଲାଗିଛି ଅକ୍ସିଜେନ ମାସ୍କ । ଧୋତି ପିନ୍ଧା ଏ ମଉସା ଜଣକ ରୋଗୀଙ୍କ ଦେହରେ ହାତ ବୁଲାଉଛନ୍ତି । ରୋଗୀକୁ ଚିକିତ୍ସା କଲା ଭଳି ଲାଗୁଥିବା ଏ ମଉସା ଜଣକୁ ଆପଣ କେହି କେହି ରୋଗୀଙ୍କ ସଂପର୍କୀୟ ଭାବୁଥିବେ । କିନ୍ତୁ ଅସଲ କଥା ହେଲା ଇଏ ଜଣେ ଗୁଣିଆ ।
A shocking incident from Anandapur Medical in Keonjhar has sparked concern after a sorcerer reportedly performed a ritual on a snakebite patient inside the hospital. The patient, Sushil Bhitiria, had been bitten by a cobra and died while undergoing treatment.
#Snakebite #Keonjhar #Superstition #Anandapur #OdishaNews #CobraBite #SnakebiteTreatment #HospitalIncident #Andhabiswas #HealthAwareness #Odisha #MedicalNews #Awareness #ViralNews #SpecialStory #otv
10 hours ago | [YT] | 4
View 0 replies
OTV
ସନ୍ଧ୍ୟା ୬ଟାର ଟପ୍ ହେଡଲାଇନ୍ସ
#OTVHeadlines #6pmHeadlines #TopHeadlines #OTV #Odisha
11 hours ago | [YT] | 81
View 0 replies
OTV
ସମସ୍ତଙ୍କ ପେଟକୁ ଚିହ୍ନୁଥିବା ବନା ଭାଇଙ୍କ ପେଟକୁ କିନ୍ତୁ ଆଜି ଦଇବ ଶକ୍ତ ଲାତଟିଏ ମାରିଛି । ଗୋଟିଏ ଧକ୍କାରେ ବନାଙ୍କ ପରିବାର ପୂରା ଛିନଛତ୍ର ହୋଇଯାଇଛି । ମଧ୍ୟପ୍ରଦେଶ ଉଜ୍ଜୟିନୀଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବନାଙ୍କ ପରିବାରର ୭ ଜଣ ସଦସ୍ୟଙ୍କ ଜୀବନ ଅକାଳରେ ଚାଲିଯାଇଛି ।
A devastating road tragedy in Ujjain has shattered a family from Bhubaneswar's Jayadev Vihar. Seven members of Banamali Behera's family, including his son, two daughters, son-in-law and three grandchildren, died after their car was swept away while crossing a rain-swollen drain. One daughter was soon to get engaged, turning a family pilgrimage into an unimaginable tragedy.
#UjjainAccident #Bhubaneswar #OdishaFamily #UjjainRoadAccident #BhubaneswarNews #OdishaNews #CarAccident #FamilyTragedy #RoadAccident #MadhyaPradesh #Ujjain #OdishaCrime #BreakingNews #AccidentNews #HumanStory #SpecialStory #OTV
13 hours ago | [YT] | 3
View 1 reply
OTV
#ବିନା_ମାତ୍ରାରେ_କବିତା, #ଶୁଣିଲେ_ପେଟ_ପୁରିଯିବ
ବିନା ମାତ୍ରା ବିନା ଯୁକ୍ତାକ୍ଷରରେ ଲେଖୁଛନ୍ତି କବିତା । କଲମ ଥରେ କାଗଜ ଛୁଇଁଲେ ଅଟକିବାର ନାଁ ନେଉନି । ଗଞ୍ଜାମ ଭଞ୍ଜନଗର ଭେଜିପୁଟ ଅଞ୍ଚଳର କବି ପ୍ରଶାନ୍ତ ମହାନ୍ତି । ତାଙ୍କର ବିନା ମାତ୍ରାର ବହିକୁ ନେଇ ଏବେ ସବୁଠି ଚର୍ଚ୍ଚା । ୩୦ ବର୍ଷ ତଳେ ଲେଖିଥିବା ଏକ କବିତା ଗଣଶିକ୍ଷା ବିଭାଗର ସ୍ୱୀକୃତି ପାଇ ପାଠ୍ୟପୁସ୍ତକରେ ସ୍ଥାନ ପାଇଛି । ଦେଖନ୍ତୁ ଗଞ୍ଜାମରୁ ଏହି ରିପୋର୍ଟ
#Odisha #Ganjam #Bhanjanagar #OdiaPoet #OdiaPoetry #PrashantMahanti #OdiaLiterature #OdishaNews #OdishaTV #OTV #UniqueTalent #Poetry #Literature #TrendingNews
https://www.youtube.com/watch?v=9HYvg...
13 hours ago | [YT] | 7
View 0 replies
OTV
ଅପରାହ୍ନ ୪ଟା ଟପ୍ ହେଡଲାଇନ୍ସ
#OTVHeadlines #4pmHeadlines #TopHeadlines #OTV #Odisha
13 hours ago | [YT] | 39
View 0 replies
Load more