ନମସ୍କାର ମୁଁ ସ୍ୱପ୍ନା ପ୍ରିୟଦର୍ଶିନୀ, ଆପଣ ମାନଙ୍କୁ ମୋ ଚ୍ୟାନେଲ କୁ ସ୍ୱାଗତ ଜଣାଉଛି |ମୁଁ ଆପଣ ମାନଙ୍କୁ ମୋର ରୋଷେଇ, ବ୍ଲଗ, ଶାଏରି , ଗୀତଏବଂ ବାହା ଘର ଭିଡ଼ିଓ ମାଧ୍ୟ୍ୟମରେ ମନୋରଞ୍ଜନ କରେଇବାକୁ ଚେଷ୍ଟା କରିବି, ମୋତେ ଆପଣ ମାନଙ୍କ ଭଲ ପାଇବା ଦେବେ
E mail I'd - swapnapriyadarsinipanda@gmail.com
Instagram 🆔-it'swapna_priya
Facebook I'd -swapna priya
Ajit swapna vlogs
ଯେତେବେଳେ ମୋର ଗୋଟେ ବେବି ଟିଏ ହେଲା ତାପରେ ମୋର ୱେଟ ବଢି ଯାଇଥିଲା ଆଉ ପେଟ ବି ଟିକେ ବାହାରି ପଡିଥିଲା ,ସେଇ ସମୟ ରେ ବହୁତ ଗୁଡ଼େ ସ୍ତ୍ରୀ ଲୋକ ଆଉ ଝିଅ ମାନେ ମତେ ଦେଖେଇ କହୁଥିଲେ କଣ ଏତେ ମୋଟା ଆଉ ଥରେ ଛୁଆ ହବ ନା କଣ ,ଆଉ ପୁଅ ପିଲା ମାନେ ବି କମ ନୁହେଁ କୁହନ୍ତି କଣ ବୁଢ଼ୀ ଲୋକ ଙ୍କ ଭଳିଆ ଦେଖା ଯାଉଛ ,ବୟସ୍କ ସ୍ତ୍ରୀ ଲୋକ ତୁମେ ,ଆଉ ଏବେ ଯେତେବେଳେ ମୁଁ diet କଲି ଆଉ ଓଜନ କମେଇଲି ସେତେବେଳେ କାଇଁ କେହି ଜଣେ ବି କହିଲେନି କି ସୁନ୍ଦର ଲାଗୁଚ ବୋଲି ,ଲୋକ ଙ୍କୁ ଖାଲି ବଡ଼ି ଆଉ age ସେମିଙ୍ଗ କରି ଆସେ କିନ୍ତୁ କାହାର ତାରିଫ କରି ଆସେନି,ମୁଁ ଏବେବି ଡାଏଟିଂ କରୁଛି ଆଗକୁ ଆହୁରି ୱେଟ କମେଇବି ଆଉ ସେଇ ଲୋକ ମାନଙ୍କୁ ଦେଖେଇ ଦେବି କି ଗୋଟେ ମା ଚାହିଁଲେ କିଛି ବି କରିପାରିବ 🙏🥺
1 month ago | [YT] | 67
View 5 replies
Ajit swapna vlogs
ଆରାବଳୀ ପର୍ବତମାଳା ର ଉଚ୍ଚତମ ଶୃଙ୍ଗ ,ଯାହାର ନାଁ ଗୁରୁଶିଖର ,ସେଇ ଜାଗା ରେ ମୁଁ ଆଉ ମୋ କୁଚୁପୁଚୁ ପତିଦେବ😍🧿🧿🤨🌹🌹blog asiba bhut jaldi
1 month ago | [YT] | 130
View 0 replies
Ajit swapna vlogs
Happy birthday my dear husband 🎂🧿🌹😍😍
1 month ago | [YT] | 86
View 2 replies
Ajit swapna vlogs
ମୋ ଝିଅ ର ରାଧା ରାନୀ ଲୁକ 🧿😊😊🙏
1 month ago | [YT] | 129
View 2 replies
Ajit swapna vlogs
ବହୁତ ଦିନ ହେବ ଭିଡିଓ ଆସୁ ନଥିଲା ,ଆଜି ସାନ୍ଧ୍ୟ ଛ ରେ ମୋ ଝିଅ ର ଜନ୍ମ ଦିନ ଭିଡିଓ ଆସିବ ଦେଖିବାକୁ ଭୁଲିବେ ନାହିଁ 🙏🙏🙏🧿
2 months ago | [YT] | 272
View 6 replies
Ajit swapna vlogs
ପୁରୀ ରେ ବିତେଇ ଥିବା ସୁନ୍ଦର ମୁହୂର୍ତ୍ତ 😊😊😊
3 months ago | [YT] | 267
View 3 replies
Ajit swapna vlogs
ପବିତ୍ର ସାବିତ୍ରୀ ଓଷା ର ସମସ୍ତ ଙ୍କୁ ଅନେକ ଅନେକ ଶୁଭ କାମନା 🙏🙏🙏🙏
5 months ago | [YT] | 209
View 1 reply
Ajit swapna vlogs
ଆମର ଗୋଟେ ନୂଆ ଲେଡ଼ିଜ କର୍ଣ୍ଣର ଖୋଲା ହେଇଛି ,ମୋ ଝିଅ ର ନାଁ ଅନୁସାରେ ଦୋକାନ ର ନାଁ ଆମେ ରଖିଛୁ ଧାରା ଲେଡ଼ିଜ କର୍ଣ୍ଣର |ଯେଉଁମାନେ ଆମ ଦୋକାନ କୁ ଆସିବାକୁ ଚାହୁଁଛନ୍ତି ସେମାନେ ପଟ୍ଟାମୁଣ୍ଡେଇ ମାର୍କେଟ , HDFC bank ର ସାମ୍ନା ରେ ଆମ ଦୋକାନ ଅଛି ଆସି ଜିନିଷ ନେଇ ପାରିବେ | ଆଉ କାଶ୍ମୀରୀ ଚୁଡ଼ି ଠୁ ଆରମ୍ଭ କରି ସବୁ ଭଲ ଜିନିଷ କମ ଦାମ ରେ ମିଳିଯିବ ଆମ ଦୋକାନ ରେ | ଚା ପତି ର ବି ବିଭିନ୍ନ ଭେରାଇଟି ମିଳିଯିବ /ଆଜି ହିଁ ଆସନ୍ତୁ ଧାରା ଲେଡ଼ିଜ କର୍ଣ୍ଣର (pattamundei )କେନ୍ଦ୍ରାପଡା
6 months ago | [YT] | 268
View 5 replies
Ajit swapna vlogs
ଆଜି ସଂଧ୍ୟା 6 ଟା ରେ ମୋ ପଖାଳ ଦିବସ ଭିଡ଼ିଓ ଆସିବ ,ଦେଖିବାକୁ ଭୁଲିବେନି pls ♥️♥️
7 months ago | [YT] | 444
View 2 replies
Ajit swapna vlogs
ଯୋଉଁ ଦିନ ମୋ ଝିଅ କୁ ଟିକେ ବିଗିଡି ଥିବି ନାଁ ରାତି ସାରା ମୋ ମନ ରେ ଗୋଟିଏ କଥା ବାସ ଚାଲିଥିବ ମୁଁ କାଇଁ ରାଗିଲି ମୋ ଝିଅ ଉପରେ ,ସିଏ ତ ଛୋଟ ଛୁଆ ଦୁଷ୍ଟାମୀ କଲା ମୁଁ କାଇଁ ରାଗୁ ଥିଲି 🤪ମୁଁ ଗୋଟେ ଖରାପ ମା ନୁହେଁ ତ ,ମୋ କର୍ତ୍ତବ୍ୟ ରେ ମୁଁ ଆଉ ହେଳା କରୁନି ତ ?ରାତି ସାରା ଏମିତି ହିଁ ନିଜ ଉପରେ ନିଜେ ରାଗୁଥିବି ଆଉ ମନ ରେ ଥିବ ମୋର ହଜ଼ାରେ ପ୍ରଶ୍ନ ଆଉ ସବୁ ପ୍ରଶ୍ନ ର ଉତ୍ତର ନିଜେ ଭାବୁ ଥିବି 🙆♀️ଖାଲି ମୋ ସହ ଏମିତି ହୁଏ ନା ଆଉ କାହା ସହ ବି କମେନ୍ଟ ରେ ଜଣାନ୍ତୁ 🙏
8 months ago | [YT] | 210
View 8 replies
Load more