Develop Education

ପ୍ରିୟ ଛାତ୍ର ଛାତ୍ରୀ ମାନେ ଆପଣଙ୍କୁ ଏହି ଚାନେଲ କୁ ସ୍ଵାଗତ ⭕‼️⭕🙏ଏହି ଚାନେଲ୍ ରେ ଆପଣ ଓଡ଼ିଶା ସରକାରଙ୍କ ଅଧୀନସ୍ଥ ସମସ୍ତ ବିଦ୍ୟାଳୟର ପାଠ୍ୟ ପୁସ୍ତକ କୁ ଆମେ ଅଧ୍ୟୟନ କରିବା || ଓଡ଼ିଶା ର ଯେ କୌଣସି Education platform ହେଇଥାଉ ଯେପରି :-CBSE, BSE, CHSE, ICSE ....💪 ଏବଂ ଓଡ଼ିଶା ସରକାର ଙ୍କ ତରଫରୁ ଯେଉଁ ସବୁ SCHOLARSHIP EXAM ରହିଛି ସେ ସବୁ ର class ଆପଣ ମାନେ ଏହି ଚନେଲ ରେ ପାଇପାରିବେ ✅🙏ସମସ୍ତ ପ୍ରକାର scholarship exam date ,exam form apply date,exam ପାଇଁ ପ୍ରସ୍ତୁତ ହୋଇପାରିବେ|| 👍 ଏବେ ହିଁ chanel କୁ SUBSCRIBE କରି ALL NOTIFICATION 🔔 BELL କୁ ପ୍ରେସ କରିଦିଅନ୍ତୁ...🙏ଆଉ ଏବେ ହିଁ ଆମ Telegram group re join ହୁଅନ୍ତୁ
.
.
TELEGRAM :-Develop Education
.
.
Enrichment Learning
ସମୃଦ୍ଧି ମୂଳକ ଶିକ୍ଷଣ
Basic to advance learning
ନିମ୍ନ ରୁ ଉର୍ଦ୍ଧ୍ଵ ମୂଳକ ଶିକ୍ଷଣ
Online primary school type education
ଅନଲାଇନ ଦ୍ଵାରା ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷଣ
All government scholarship exam for primary to secondary school students
ସମସ୍ତ ପ୍ରକାର scholarship ra ପରୀକ୍ଷା ପାଇଁ ଶିକ୍ଷଣ ଏଠାରେ ଉପଲବ୍ଧ,ତାହା ପୁଣି ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ
Education by Dipti sir




Develop Education

ଗୋଟିଏ ବୃତ୍ତର ସର୍ବ ବୃହତ୍ତମ ଜ୍ୟା କୁ କଣ କୁହାଯାଏ ?

1 year ago | [YT] | 16

Develop Education

ଜୀବର ମୌଳିକ ଏକକ ବୋଲି କାହାକୁ କୁହାଯାଏ ?

1 year ago | [YT] | 11

Develop Education

ଚଳିତ ବର୍ଷ 2025 ରେ ଯେଉଁ ଛାତ୍ର ଛାତ୍ରୀ ମାନେ, +2 Arts ,ଦଶମ , ନବମ , ଏବଂ ଅଷ୍ଟମ ଶ୍ରେଣୀ କୁ ଉତ୍ତୀର୍ଣ୍ଣ ହେଇଛ 🥰 ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ତମେ ମାନେ ଆମୋ youtube channel re ମାଗଣା ରେ ଗୋଟେ ତାଙ୍କ ଖର୍ଚ୍ଚ ନା କରି ପ୍ରତ୍ୟେକ ଦିନ କ୍ଲାସ କରିପାରିବ 🙏 ତା ସହିତ ଯେଉଁ ଛାତ୍ର ଛାତ୍ରୀ ମାନେ Spoken English course Kariba pain ଚାହୁଁଛ , ସେମାନେ ପ୍ରତ୍ୟେକ ଦିନ କ୍ଲାସ ରେ ଯୋଗ ଦେଇପାରିବେ 🙏🙏 ୟାର schedule au time mun au gote post re bahut jaldee share karibaku jauchhi 🙏 ଅଧିକ ତଥ୍ୟ ପାଇଁ ଆମ ଚ୍ୟାନେଲ କୁ subscribe କରନ୍ତୁ

1 year ago | [YT] | 53

Develop Education

ଚଳିତ ବର୍ଷ 2024 ରେ କେଉଁ ଛାତ୍ର ଛାତ୍ରୀ ମାନେ NMMS ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ, ଆମୋ DEVELOP EDUCATION ଚ୍ୟାନେଲ ର ନାମ ରଖିବା ପାଇଁ ତତ୍ପର ଅଛ ?

1 year ago | [YT] | 137

Develop Education

ଅମୋ ଚ୍ୟାନେଲ ରେ ପ୍ରତ୍ୟେକ ଟି ଭିଡିଓ ଆପଣ ମାନଙ୍କୁ କେମିତି ଲଗୁଅଛି ? ନିଶ୍ଚିତ ରୂପେ ଜଣେଇବେ ❤️🥰?

1 year ago | [YT] | 117

Develop Education

କିଏ ଦ୍ୱିତୀୟ ଆଲେକଜାଣ୍ଡାର ହୋଇ ବିଶ୍ଵ କୁ ଜୟ କରିବାକୁ ଇଚ୍ଛା ରଖିଥିଲେ ?

1 year ago | [YT] | 66

Develop Education

ପାରସ୍ୟ ର ବର୍ତ୍ତମାନ ନାମ କଣ ?

1 year ago | [YT] | 51

Develop Education

' ମହିଶୂର ' ର ବାଘ ନାମରେ କିଏ ପରିଚିତ ?

1 year ago | [YT] | 48

Develop Education

ପୃଥିବୀ ର ଗଭୀର ତମ ସ୍ତର କୁ କଣ କୁହାଯାଏ ?

1 year ago | [YT] | 33

Develop Education

ଯେଉଁ ସ୍ଥଳ ଭାଗରେ ତିନି ପଟରେ ସମୁଦ୍ର ଘେରି ରହିଥାଏ , ତାହାକୁ କଣ କୁହାଯାଏ ?

1 year ago | [YT] | 28