Dynamic Smrutirekha

Hello friends, I'm SMRUTIREKHA . This is my official YouTube vlogs nd shorts channel ❤️💫🙏 @DynamicSmrutirekha

Warm welcome to all of you to My YT channel.

My channel is all about my lifestyle, travel, motivational shorts, cooking and entertainment vlogs.

I will share more daily lifestyle vlogs which you can watch and also provide your reviews on same.

Please do share my channel with your family and friends to stay tuned and watch more entertainment and information.

Kindly subscribe my channel and keep watching with all your love and blessings.

please keep support 🤗❣️
Thank you for ur support & love 💕🥰🙏

YOU CAN ALSO FOLLOW ME ON 👇❤️

INSTAGRAM :- @smrutirekhaaofficial

FACEBOOK PROFILE :- @smrutirekhaofficial


Dynamic Smrutirekha

ନଥ୍, କାଜଲ, ଆଉ ନାଉଭାରୀ ଶାଢ଼ୀ - ମରାଠୀ ଲୁକ୍ ର ଜାଦୁ ହିଁ ଅଲଗା। ଶାଢ଼ୀ ପିନ୍ଧିବା କେବଳ ଫ୍ୟାସନ ନୁହେଁ, ମରାଠୀ ଲୁକ୍ ହେଉଛି ସଂସ୍କାରର ସୌନ୍ଦର୍ଯ୍ୟ। ଯେବେ ଓଡ଼ିଆ ଝିଅ ମରାଠୀ ଲୁକ୍ ରେ ଆସେ, ସମସ୍ତଙ୍କ ନଜର ଅଟକି ଯାଏ। ମରାଠୀ ଲୁକ୍ - ସାଧାରଣରେ ଅସାଧାରଣ ଦିଶିବାର କଳା। 💯🧿🥰

1 month ago | [YT] | 19

Dynamic Smrutirekha

ବିଫଳତା ସଫଳତାରେ ସେତେବେଳେ ବଦଳିଯାଏ,ଯେତେବେଳେ ମଣିଷ ସମସ୍ୟାକୁ ସାମ୍ନା କରିବା ଶିଖ୍ଯାଏ I 💯🙂

2 months ago | [YT] | 37

Dynamic Smrutirekha

Life after accepting ନିଜ ପାଇଁ ବଂତିବାରେ ହିଁ ଶାନ୍ତି ମିଳେ 💯😊

2 months ago | [YT] | 23

Dynamic Smrutirekha

କାହାକୁ ବୁଝେଇ ପାରିବି ନାହିଁ. ମୁଁ କେମିତିକା ମୋତେ ଯିଏ ଯେମିତିକା MIND ରେ ନେବ ତା ପାଖରେ ମୁଁ ସେମିତିକା | 💯😊

2 months ago | [YT] | 22

Dynamic Smrutirekha

ସକାଳୁ ଉଠି ବର୍ଷାକୁ ନୁହେଁ, ଦାୟିତ୍ବକୁ ଦେଖି ବାହାରିବାକୁ ପଡ଼େ କାରଣ ସ୍ୱପ୍ନ ପୂରଣ କରିବାକୁ ହେଲେ କଷ୍ଟ ସହିବା ଓ କିଛି ଶିଖିବାକୁ ପଡେ । 💯🙂

2 months ago | [YT] | 29

Dynamic Smrutirekha

Friday Vibes 🌸🩷

2 months ago | [YT] | 40

Dynamic Smrutirekha

Happy Morning 🌻🌅

2 months ago | [YT] | 49

Dynamic Smrutirekha

Good Afternoon 🍁🍂 Always stay strong Guys 💯😊

3 months ago | [YT] | 37

Dynamic Smrutirekha

ଦୁଃଖ ସମୟରେ ସମସ୍ତେ ହାତ ଛାଡ଼ି ଦିଅନ୍ତି ।
ଆଉ ଖୁସି ସମୟରେ ସମସ୍ତେ ହାତ ବଢେଇବାକୁ ଚାଲି ଆସନ୍ତି |ସେଥିପାଇଁ ତ ଶବଟିଏ ଗଲାବେଳେ ସମସ୍ତେ ପଛରେ ଚାଲନ୍ତି ଆଉ ବରଯାତ୍ରୀ ଗଲାବେଳେ ସମସ୍ତେ ଆଗରେ ଚାଲନ୍ତି | 💯🙂🥀

3 months ago | [YT] | 29

Dynamic Smrutirekha

କେହି ଆପଣଙ୍କୁ ବୁଝିପାରୁ ନାହିଁ ତ ମନ ଦୁଃଖ କରନ୍ତୁ ନାହିଁ, କାହିଁକି ନା ଭଲ ବହି ଓ ଭଲ ମନ ସମସ୍ତେ ପଢି ପାରନ୍ତି ନାହିଁ । 💯😊🙏

3 months ago | [YT] | 25