Welcome to our Bhatli Dham youtube channel
ଜୁହାର🙏
ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭଟଲିଧାମ ର ଶ୍ରୀଶ୍ରୀ ଦଧିବାମନ ସ୍ୱାମୀଙ୍କର ପୂଜା, ଆଳତି ବାରମାସରେ ହେଉଥିବା ମହାପ୍ରଭୁଙ୍କର ବହୁତ ଗୁଡ଼ାଏ ବେଶ, ପର୍ବପର୍ବାଣୀ ଏବଂ ଓଡ଼ିଶା, ଓଡ଼ିଶା ବାହାରର କୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ, ତୀର୍ଥସ୍ଥାନ ଓ ପର୍ଯ୍ୟଟନ ସ୍ଥଳୀ ଦେଖି ପାରବେ ।।ଭିଡିଓ ଭଲ ଲାଗିଲେ ଭଟଲିଧାମ ୟୂଟ୍ୟୁବ୍ ଚେନାଲକେ ସବସ୍କ୍ରାଇବ୍ କରିବେ ।
। ଧନ୍ୟବାଦ ।
Odishara Deutiya Srikhetra Bhatlidham Srisri Dadhibamana Swami Puja arati,baramasare heuthiba Mahaprabhunkara bahutsare,besa,parbaparbani ebong, Odisha, Odisha baharara Kirtan,Sanskrutika Karyakrama Paryatanstali Dekhiparbe,ama channelre.
Dhanyabad
नमस्कार,आप हमारे चेनाल पे
ओड़ीशाके द्तिय श्री क्षेत्र भटलिधाम के
श्री श्री दधिबामन स्वामीजी के पूजा आरती ,उनके बारोमहिनो में होनेवाला बहत सारे बेशसभित्यौहारऔरओड़िशा, ओड़िशा बाहार केकिर्तन,तिर्थस्तान पर्यटन स्थल,केभिडिओ हमारे चेनाल देखने को मिलेगा।।भीडिओ अच्छेलगलाइक,ससक्राइग
धन्यवाद
Bhatlidham
ଥକା ମନ ଚାଲ ଯିବା,
ଚକାନୟନ ଦେଖିବା
ଶଙ୍ଖନାଭି ମଣ୍ଡଳରେ
ବେନିନେତ୍ର ପଖାଳିବା
ଥକା ମନ ଚାଲ ଯିବା,
ଚକାନୟନ ଦେଖିବା ll
ଜୟ ଜଗନ୍ନାଥ ଜୟ ଦଧିବାମନ ସ୍ୱାମୀ ⭕‼️⭕
ଦଧିବାମନ ଧାମ କି ଜୟ ଭଟଲିଧାମ କି ଜୟ 🚩🚩🙏🙏
23 hours ago | [YT] | 67
View 5 replies
Bhatlidham
ଶିରେ କନକ ମୁକୁଟ
ଗଳେ ରତ୍ନ ଭୂଷଣ
ଅଙ୍ଗେ ପୀତପଟ ଶୋଭିତ
ଭାଲେ ବିନ୍ଦୁ ଚନ୍ଦନ
ଓଁ ଜୟ ଦଧିବାମନ ହେ
ସ୍ୱାମୀ ଜୟ ଦଧିବାମନ ହେ
ଜୟ ଜଗନ୍ନାଥ ସ୍ୱାମୀ ଜୟ ଦଧିବାମନ ସ୍ୱାମୀ 🙏🙏🙏
ଦଧିବାମନଧାମ କି ଜୟ ଭଟଲିଧାମ କି ଜୟ 🙏⭕‼️⭕
1 day ago | [YT] | 76
View 4 replies
Bhatlidham
ତଵ ଚରଣ ଧୂଳିରେ କର କାରଣ ଦଧିବାମନ
ତଵ ଚରଣ ଧୂଳିରେ କର କାରଣ ଦଧିବାମନ
ମନ ନିତି କହେ ମାଳା ଜପୁଥିବି
ମନ ନିତି କହେ ମାଳା ଜପୁଥିବି
କରୁଣା ପାଇବି ହେ ନାରାୟଣ ଦଧିବାମନ
ତଵ ଚରଣ ଧୂଳିରେ କର କାରଣ ଦଧିବାମନ ll
ଜୟ ଜଗନ୍ନାଥସ୍ୱାମୀ ⭕‼️⭕
ଜୟ ଦଧିବାମନ ସ୍ୱାମୀ ⭕‼️⭕
ଦଧିବାମନ ଧାମ କି ଜୟ ଭଟଲିଧାମ କି ଜୟ 🙏🙏
2 days ago | [YT] | 73
View 5 replies
Bhatlidham
ଚିତ୍ତ ରହୁ ମୋର ନିରନ୍ତରେ ଗୋ
ରାଧାକୃଷ୍ଣ ଚରଣରେ
ଚିତ୍ତ ରହୁ ମୋର ନିରନ୍ତରେ ଗୋ
ରାଧାକୃଷ୍ଣ ଚରଣରେ
ରାଧେ ରାଧେ ରାଧେ ରାଧେ ରାଧେ ରାଧେ
ରାଧେ ରାଧେ ରାଧେ ରାଧେ ରାଧେ ରାଧେ
ରାଧେ ରାଧେ ରାଧେ ରାଧେ ରାଧେ ରାଧେ
ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି
ଆଜି ଶ୍ରୀ ମନ୍ଦିରେ ରାଧାଷ୍ଟମୀ ପର୍ବ ପାଳିତ ହୋଇଥାଏ
ଆଜିର ଶ୍ରୀ ଦଧିବାମନ ସ୍ୱାମୀଙ୍କ ଦର୍ଶନ
ଜୟ ଜଗନ୍ନାଥ ସ୍ୱାମୀ ଜୟ ଦଧିବାମନ ସ୍ୱାମୀ
3 days ago | [YT] | 77
View 2 replies
Bhatlidham
କୃଷ୍ଣ ନାମ ଭଜିବାକୁ ଜନମ ଲଭିଲୁ
ମାୟାରେ ଆବଦ୍ଧ ହୋଇ ବୃକ୍ଷ ସମ ହେଲୁ
କୃଷ୍ଣ ନାମ ହରି ନାମ ଅତି ସୁମଧୁର
ଯେଉଁ ଜନ କୃଷ୍ଣ ଭଜେ ସେ ଅତି ଚତୁର।।
ଜୟ ଜଗନ୍ନାଥ ଜୟ ଦଧିବାମନ ସ୍ୱାମୀ 🙏🙏
ଦଧିବାମନଧାମ କି ଜୟ ଭଟଲିଧାମ କି ଜୟ 🙏🙏🚩 🙏
ସତିହାରୀ ଦେବୀ ଜୟ, ଭକ୍ତ ପରମାନନ୍ଦ କି ଜୟ ⭕‼️⭕
3 days ago | [YT] | 56
View 2 replies
Bhatlidham
ଜୀବନ ତୁମର ଆୟୁଷ ତୁମର
ସବୁତ ତୁମରି ଦାନ.
ରହିଥାଅ ପ୍ରଭୁ ସଦା ପାଶେ ମୋର
.ଜିବା ଯାଏ ଏହି ପ୍ରାଣ ll
ଜୟ ଜଗନ୍ନାଥ ଜୟ ଦଧିବାମନ ସ୍ୱାମୀ 🙏🙏🙏
ଦଧିବାମନ ଧାମ କି ଜୟ ଭଟଲିଧାମ କି ଜୟ ll ⭕‼️⭕
4 days ago | [YT] | 64
View 5 replies
Bhatlidham
ତୁଳସୀ ପଚାରେ ଚନ୍ଦନକୁ
ଦେଖିବୁରେ ଶ୍ରୀଦଧିବାମନ କୁ
ତୁଳସୀ ପଚାରେ ଚନ୍ଦନକୁ
ଦେଖିବୁରେ ଶ୍ରୀଦଧିବାମନ କୁ
ରତ୍ନସିଂହାସନେ ଶ୍ରୀ ଦଧିବାମନ
ରତ୍ନସିଂହାସନେ ଶ୍ରୀ ଦଧିବାମନ
ଦିଶୁଛନ୍ତି ଦେଖ ଡ଼ାଉ ଡ଼ାଉ
ଦିଶୁଛନ୍ତି ଦେଖ ଡ଼ାଉ ଡ଼ାଉ
ଆଜିର ଶ୍ରୀ ଦଧିବାମନ ସ୍ୱାମୀଙ୍କ ଦର୍ଶନ 🙏🙏
ଜୟ ଜଗନ୍ନାଥ ସ୍ୱାମୀ ଜୟ ଦଧିବାମନ ସ୍ୱାମୀ⭕‼️⭕
5 days ago | [YT] | 75
View 5 replies
Bhatlidham
ଆହାଃ କି ସୁନ୍ଦର ପ୍ରଭୁ ତୁମ ରୂପ ଦର୍ଶନ
ବେଶ ପ୍ରିୟ ମହାପ୍ରଭୁ ଶ୍ରୀ ଦଧିବାମନ
ଜୟ ମହାପ୍ରଭୁ ଶ୍ରୀ ଭକ୍ତ ମନୋରଞ୍ଜନ
ଜୟ ମହାପ୍ରଭୁ ଶ୍ରୀ ପତିତପାବନ
ଜୟ ମହାପ୍ରଭୁ ଶ୍ରୀ ଦଧିବାମନ
ଜୟ ଜଗନ୍ନାଥ ଜୟ ଶ୍ରୀ ଦଧିବାମନ ସ୍ୱାମୀ। ⭕‼️⭕
ଦଧିବାମନଧାମ କି ଜୟ ଭଟଲିଧାମ କି ଜୟ 🙏🙏
6 days ago | [YT] | 83
View 4 replies
Bhatlidham
ଆଜ କି ଆନନ୍ଦ ଦିନ
ନୁଆଁଖାଇ ପରବ ପାଳନ ଗୋ
ଭାଦ୍ରବ ଶୁକଳ ପଞ୍ଚମୀ ତିଥିରେ
ନବାନ୍ନ ପର୍ବ ପାଳନ ଗୋ
ନୂଆଧାନ ଭୋଗ ଅର୍ପଣ କରିବା
ପ୍ରଭୁ ଶ୍ରୀ ଦଧିବାମନ ଗୋ
ଆଜ କି ଆନନ୍ଦ ଦିନ
ନୁଆଁଖାଇ ପର୍ବ ପାଳନ ଗୋ ll
ଆମର ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୁଆଁଖାଇ ପାଇଁ
ଆଜି ସକାଳ 9 ଘଣ୍ଟା 20ମିନିଟ୍ 42 ସେକେଣ୍ଡ ମିନିଟରୁ 9.ଘଣ୍ଟା 33ମିନିଟ୍ 46ସେକେଣ୍ଡ ମିନିଟ ସମୟରେ ମହାପ୍ରଭୁ ଶ୍ରୀଦଧିବାମନସ୍ୱାମୀଙ୍କୁ ନବାନ୍ନ ଭୋଗ ଲାଗିହେବା ନିର୍ଦ୍ଧାରିତ କରାଯାଇଛି ll
ଜୟ ଜଗନ୍ନାଥ ଜୟ ଦଧିବାମନ ସ୍ୱାମୀ ⭕‼️⭕
ଦଧିବାମନ ଧାମ କି ଜୟ ଭଟଲିଧାମ କି ଜୟ 🙏🙏
1 week ago | [YT] | 73
View 3 replies
Bhatlidham
କେଉଁ ନାମ ଧରି ଡାକିବି ତୁମକୁ
ତୁମେତ ସର୍ବନାମ
ରୂପ ନାହିଁ ତୁମ ଆକାର ବି ନାହିଁ
ସର୍ବରୂପୀ ଦାରୁବ୍ରହ୍ମ
କେଉଁ ନାମ ଧରି ଡାକିବି ତୁମକୁ
ତୁମେତ ସର୍ବନାମ
ରୂପ ନାହିଁ ତୁମ ଆକାର ବି ନାହିଁ
ସର୍ବରୂପୀ ଦାରୁବ୍ରହ୍ମ ll
ଜୟ ଜଗନ୍ନାଥ ଜୟ ଦଧିବାମନ ସ୍ୱାମୀ 🙏🙏⭕‼️⭕
ଦଧିବାମନ ଧାମ କି ଜୟ ଭଟଲିଧାମ କି ଜୟ 🙏🙏
1 week ago | [YT] | 77
View 4 replies
Load more