Odisha Update is a fastest-growing Regional Odia 24×7 Digital News Channel dedicated to bringing you fast, accurate, reliable and responsible news from across Odisha and beyond. From Breaking News, Politics, Crime, Education, Jobs, Sports, Entertainment, Culture & Public Issues, we bring you the stories that matter.
Our mission is simple — credible journalism in Odia, from Odisha, for Odisha.
📢 Citizen Journalist
Have news, photo or video? Send it on WhatsApp: 7381577542
Visit Our Facebook: www.facebook.com/profile.php?id=61593305704065
WhatsApp : whatsapp.com/channel/0029VbEPFgd7T8bfXb10gn3r
YouTube: youtube.com/@OdishaupdateOfficial24/
Instagram: [https://www.instagram.com/odisha_update_/]
Odisha Update — Your News. Your Voice. Your Odisha.
We Report. You Stay Updated.
Odisha Update Official
ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ କ୍ଷେତ୍ର ! ୨୬ରେ ବାତ୍ୟା ସମ୍ଭାବନା | Bay of Bengal Low Pressure Intensifies | Cyclonic Storm Likely by October 26 | Odisha Weather Update
ବଙ୍ଗୋପସାଗରରେ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇଛି। IMDର ପୂର୍ବାନୁମାନ ଅନୁଯାୟୀ, ଏହା ଅକ୍ଟୋବର ୨୪ରେ ଅବପାତ, ୨୫ରେ ଗଭୀର ଅବପାତ ଏବଂ ୨୬ ତାରିଖ ସକାଳ ସୁଦ୍ଧା ଘୂର୍ଣ୍ଣିବାତ୍ୟାର ରୂପ ନେଇପାରେ। ପରବର୍ତ୍ତୀ ଦିନଗୁଡ଼ିକରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି।
A well-marked low-pressure area has intensified over the Bay of Bengal. According to the IMD forecast, it may develop into a depression on October 24, a deep depression on October 25, and a cyclonic storm by the morning of October 26. The system is then likely to move towards the north Andhra Pradesh and adjoining south Odisha coasts.
#BayOfBengal #CycloneUpdate #OdishaWeather #IMD #LowPressure #WeatherAlert #ବାତ୍ୟାଅପଡେଟ୍ #ଲଘୁଚାପ #ପାଣିପାଗଖବର #OdishaNews #BreakingNews #OdishaUpdate
20 hours ago (edited) | [YT] | 1
View 0 replies
Odisha Update Official
#ଚାଲିଗଲେ_୨_ଉଦୀୟମାନ_ଆଥଲେଟ୍
ଫୁଲନଖରାରେ ମର୍ମନ୍ତୁଦ ଦୁର୍ଘଟଣା
Tragic Accident in Phulnakhara Claims Lives of Two Young Athletes | Odisha News
ଓଡ଼ିଶାର କ୍ରୀଡ଼ା ଜଗତରେ ଶୋକର ଛାୟା। କଟକ ଜିଲ୍ଲାର ଫୁଲନଖରା ଅଞ୍ଚଳରେ ଘଟିଥିବା ବାଇକ୍ ଦୁର୍ଘଟଣାରେ ଦୁଇ ଉଦୀୟମାନ ଆଥଲେଟ୍ ମଳୟ ଓ ମୃତ୍ୟୁଞ୍ଜୟ ଜୟରାମ ଦୋଣ୍ଡପତିଙ୍କ ମୃତ୍ୟୁ ହୋଇଛି। ୧୦୦ ଓ ୨୦୦ ମିଟର ଦୌଡ଼ରେ ନିଜ ପ୍ରତିଭା ଦେଖାଇଥିବା ମୃତ୍ୟୁଞ୍ଜୟଙ୍କ ଅକାଳ ବିୟୋଗ କ୍ରୀଡ଼ା ମହଲକୁ ମର୍ମାହତ କରିଛି। ଦୁଇ ଯୁବ କ୍ରୀଡ଼ାବିତ୍ଙ୍କ ବିୟୋଗରେ ଓଡ଼ିଶା କ୍ରୀଡ଼ା ଜଗତରେ ଶୋକର ଛାୟା।
Odisha's sporting community is mourning the loss of two promising athletes, Malay and Mrutyunjay Jayaram Dondapati, in a reported motorcycle accident in the Phulnakhara area of Cuttack district. Mrutyunjay was known for competing in the 100m and 200m sprint events. Their untimely deaths have left the state's sports community in deep sorrow.
#PhulnakharaAccident #OdishaSports #Athletes #RoadAccident #CuttackNews #ଫୁଲନଖରା #ସଡ଼କଦୁର୍ଘଟଣା #ଆଥଲେଟ୍ #ଓଡ଼ିଶାକ୍ରୀଡ଼ା #OdishaNews #OdishaUpdate
2 days ago | [YT] | 2
View 0 replies
Odisha Update Official
କଂଗ୍ରେସରେ ମିଶିଯିବେ ଅଂଶୁମାନ !
ବିଜେଡିର ବରିଷ୍ଠ ନେତା ତଥା ୨୦୨୪ ନିର୍ବାଚନରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ବିଜେଡିର ସାଂସଦ ପ୍ରାର୍ଥୀ ହୋଇଥିବା ରାଜନଗରର ପୂର୍ବତନ ବିଧାୟକ ନଳୀନି ନନ୍ଦନ କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତି, ଦଶହରା ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ଯେଉଁଠି ଶଙ୍ଖ ଦଳର କୌଣସି ଚିହ୍ନ ବର୍ଣ୍ଣ ଦେଖାଯାଉନାହିଁ ବରଂ କଂଗ୍ରେସର ତ୍ରିରଙ୍ଗା ରଙ୍ଗ ଦୃଶ୍ୟମାନ ହେଉଛି। ପୂର୍ବରୁ ମଧ୍ୟ ଯେତେବେଳ ସେ କଂଗ୍ରେସ ଛାଡ଼ିବାକୁ ଯାଉଥିଲେ ସେତେବେଳ କଂଗ୍ରେସର କୌଣସି ଚିହ୍ନ ବର୍ଣ୍ଣ ବ୍ୟବହାର କରୁନଥିବା ନଜିର ରହିଛି, ଆଉ ଅଂଶୁମାନଙ୍କ ଦୁର୍ଗାପୂଜା ଶୁଭେଚ୍ଛା ସଂପୂର୍ଣ୍ଣ ରୂପେ ଦର୍ଶାଉଛି ଅଂଶୁମାନ ଆଉ ବିଜେଡିରେ ସନ୍ତୁଷ୍ଟ ନାହାନ୍ତି। ତେବେ ପରବର୍ତ୍ତୀ ମୁହର୍ତରେ ସେ କେଉଁ ଦଳ କୁ ଯିବେ କି ବିଜୁ ଲିଗାସି ନେତା କୁ ନେଇ ନୂଆ ଦଳ ଗଢିବେ ତାହା ଦେଖିବା ବାକି ରହିଲା, ବ୍ୟୁରୋ ରିପୋର୍ଟ ଓଡ଼ିଶା ଅପଡେଟ।
#OdishaUpdate #AnshumanMohanty #BJD #Congress #OdishaPolitics
3 days ago | [YT] | 0
View 0 replies
Odisha Update Official
ଶାରଦୀୟ ଦୁର୍ଗାପୂଜାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
ମା’ ଦୁର୍ଗାଙ୍କ ଆଶୀର୍ବାଦରେ ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ। ଜୟ ମା’ ଦୁର୍ଗା !
#ଶାରଦୀୟଦୁର୍ଗାପୂଜା #ଜୟମାଦୁର୍ଗା #ଦୁର୍ଗାପୂଜା #DurgaPuja #HappyDurgaPuja #MaaDurga #DurgaMaa #Odisha #OdiaFestival #FestiveGreetings #OdishaUpdate
5 days ago | [YT] | 10
View 0 replies
Odisha Update Official
ଯୋଡ଼ାମୁଣ୍ଡ ଶିଶୁଙ୍କ ମୃତ୍ୟୁ। ଜନ୍ମର ଦିନକ ପରେ ଆଖି ବୁଜିଲେ। MKCG ମେଡିକାଲ୍, ବ୍ରହ୍ମପୁରରେ ଚାଲିଥିଲା ଚିକିତ୍ସା।
#ଯୋଡ଼ାମୁଣ୍ଡଶିଶୁ #ଶିଶୁମୃତ୍ୟୁ #MKCGMedical #Berhampur #GanjamNews #OdishaNews #BreakingNews #OdishaUpdate #OdiaNews #LatestNews
6 days ago | [YT] | 7
View 0 replies
Odisha Update Official
#ଗେରୁଆ_ହୋଇଗଲା_ଓଡ଼ିଶା_କଂଗ୍ରେସ୍ !!
BJP ର B ଟିମ୍ ବୋଲି ପ୍ରମାଣିତ ହେଲା !!
#OdishaUpdate #BhaktaDas
1 week ago | [YT] | 1
View 0 replies
Odisha Update Official
ରମାଦେବୀରେ ଜିତିଲା BCJD।
#RDWU #OdishaUpdate #Studentlection #BCJD #ABVP #NSUI #OdishaPolitics
1 week ago | [YT] | 58
View 0 replies
Odisha Update Official
MKCG ମେଡିକାଲରେ ଯୋଡାମୁଣ୍ଡ ଶିଶୁ ଜନ୍ମ ।
#odishaUpdate
1 week ago | [YT] | 1
View 0 replies
Odisha Update Official
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ ନିଯୁକ୍ତ
Braj Mohan Ram Appointed as New Governor of Odisha | Breaking News
ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଅକ୍ଟୋବର ୧୨, ୨୦୨୬ରେ ଏନେଇ ପ୍ରେସ୍ କମ୍ୟୁନିକେ ଜାରି ହୋଇଛି। ଦେଖନ୍ତୁ ଏହି ବଡ଼ ଖବରର ସମ୍ପୂର୍ଣ୍ଣ ବିବରଣୀ Odisha Updateରେ।
Braj Mohan Ram has been appointed as the new Governor of Odisha, according to a press communiqué issued by Rashtrapati Bhavan on October 12, 2026. Watch Odisha Update for the latest details.
#BrajMohanRam #OdishaGovernor #OdishaNews #BreakingNews #GovernorAppointment #RashtrapatiBhavan #OdishaUpdate
1 week ago | [YT] | 11
View 0 replies
Odisha Update Official
ବଲିଉଡର ଦିଗ୍ଗଜ ଅଭିନେତା ନାନା ପାଟେକରଙ୍କ ପରଲୋକ। ଆଜି ସକାଳ ୫:୨୦ ମିନିଟରେ ଗୋଆ ସ୍ଥିତ ନିଜ ବାସଭବନରେ ହୃଦଘାତରେ ୭୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ଓମ୍ ଶାନ୍ତି 🙏
#NanaPatekar #RIPNanaPatekar #OdishaUpdate #BreakingNews
2 weeks ago | [YT] | 21
View 0 replies
Load more