What you’ll find here:
✨ Original Music & Productions
🎸 Guitar Covers & Jam Sessions
🎧 Production Breakdowns & Tips
🎵 Playlists of songs I’m currently loving




SAMUEL HOUSE

#ଭଜୁଥାରେମୋମନ Now available on YouTube 👇👇
https://youtu.be/hhshcVis7Xg
ଯାଆନ୍ତୁ ଗୀତଟିକୁ ଶୁଣନ୍ତୁ ଏବଂ ପ୍ରଭୁଙ୍କ ଗୌରବ କରନ୍ତୁ । ଯଦି ଗୀତକୁ ଭଲ ପାଆନ୍ତି ଗୀତ କୁ like 👍, share କରନ୍ତୁ ଏବଂ channel କୁ Subscribe କରନ୍ତୁ,ଯଦି କୌଣସି ତୃଷ୍ଟି ଥିଲେ comment 💬 ମାଧ୍ୟମରେ ଜଣାନ୍ତୁ 🙏🙏 । ଏବଂ ଆମୋ ପାଇଁ ପ୍ରାର୍ଥନା କରନ୍ତୁ .|

1 week ago | [YT] | 133

SAMUEL HOUSE

🔔🔔#ଭଜୁଥାରେମୋମନ ସଂପୂର୍ଣ୍ଣ ଗୀତ ଆସିବାକୁ ଯାଉଛି ଆସନ୍ତା କାଲି #7.00am
ଆପଣମାନଙ୍କ ବହୁ ଭଲ ପାଇବା ଏବଂ ପ୍ରାର୍ଥନା କାମନା କରୁ 👏👏

2 weeks ago | [YT] | 128

SAMUEL HOUSE

Promo out now please check out..#bhajuthharemomana
https://youtu.be/VZXiYN0Mw88

Don't forget to like share and subscribe keep praying and do support with your love

2 weeks ago | [YT] | 86

SAMUEL HOUSE

✝️✝️Our new collaboration 🤝🤝With wonderful singer- #balialima
ନୂଆ ଏକ ଖ୍ରୀଷ୍ଟୟ ସଙ୍ଗୀତ ଆସିବାକୁ ଯାଉଛି ବଳିଆ ଭାଇଙ୍କ କଣ୍ଠରୁ ଆପଣ ମାନଙ୍କ ସହଜଗ ,ଭଲପାଇବା ଏବଂ ପ୍ରାର୍ଥନା କାମନା କରୁ .....

Stay tuned 🔔🔔🔔

3 weeks ago | [YT] | 53

SAMUEL HOUSE

✝️✝️✝️ସମସ୍ତଙ୍କୁ ଖ୍ରୀଷ୍ଠ ପ୍ରେମର ନମସ୍କାର 🙏🙏 ପ୍ରଭୁଙ୍କର ମହିମା ଉଦେଶ୍ୱରେ ଆଉ ଏକ ନୂତନ ଖ୍ରୀଷ୍ଟିୟ ବକ୍ତି ସଙ୍ଗୀତ ଆସିବାକୁ ଯାଉଛି, ସଙ୍ଗୀତ ରେ ସ୍ୱର ଦେଇଛନ୍ତି ଆମ ସମସ୍ତଙ୍କ ସୁପରିଚିତ ଭାଇ ବଳିଆ ଲିମା
ଏମିତି ଆଗକୁ ବଢ଼ିବ ପାଇଁ ଆମୋ ପାଇଁ ପ୍ରାର୍ଥନା କରନ୍ତୁ 🙏

3 weeks ago | [YT] | 108

SAMUEL HOUSE

Finally we got our first milestone 1lakh views on YouTube #ଧନ୍ୟବାଦ୍
Thank you so much each and everyone to show us fabulous love and support 🙏🙏🙏 keep and always preyar


ଏମିତି ନୂତନ ନୂତନ ଗୀତ ଶୁଣିବା ପାଇଁ SAMUEL HOUSE କୁ subscribe କରନ୍ତୁ ଏବଂ ଆମୋ ପାଇଁ ପ୍ରାର୍ଥନା କରନ୍ତୁ 🙏🙏🙏❤️❤️❤️

Lots of love ❤️❤️❤️🙏🙏🙏🙏

1 month ago | [YT] | 102

SAMUEL HOUSE

#jisunamaragunagauthibi Full song out now ...👇👇

https://youtu.be/-P2RrijT7Ps


Please 🙏 Check out.....if there is any mistakes then let me know in the comments...keep loving and support 🙏🙏

3 months ago | [YT] | 124

SAMUEL HOUSE

#ଯୀଶୁ ନାମର ଗୁଣ ଗାଉଥିବି

Will be out tomorrow at 7.00am⏰🔔🔔🔔

3 months ago | [YT] | 137

SAMUEL HOUSE

ପ୍ରଭୁଙ୍କ ମହିମା ଉଦେଶ୍ବରେ ସଦାପ୍ରଭୁଙ୍କର ଗୁଣ ଗାଉଥିବୀ ✝️ଏହି ଆଧାରିତ କରି ଏକ ନୂତନ ଭକ୍ତି ସଙ୍ଗୀତ ଆମେ ନେଇ ଆସିଛୁ ।

Lyrics & music - Sundar Kumar
Singer -Aseema Panda & S.Jitu
Arrangement - Smile Pani

.........PROMO OUT NOW ........✝️✝️👇👇👇

https://youtu.be/NX76o6XkRwY

3 months ago | [YT] | 105