Dhun Originals

MICHHEI MAINA Teaser is all set to hitttt the platforms.... Shower your Love ❤

1 day ago | [YT] | 35

Dhun Originals

Micchei Maina "
This October
ପ୍ରେମ ମୋର ମୋ ପାଇଁ ଅଟେ ସତ ମୋର
ନୁହେଁ ସେ ବେଳାଭୂଇଁ ଘାଟେ ମିଛରେ ଗଢା ବାଲି ଘର,,
ବାଛିଚି ସେ ହାଏ ନୂଆଁ ବାଟ ତାର
ତା ଠୁ ପାଇଛି ଯେବେ ବିରହ ବି ଆପଣାର .........

4 days ago | [YT] | 54

Dhun Originals

" MICHHEI MAINA " This October
Introducing Manisha Tripathy As Michhei Maina ,,
ଯଦି ସବୁ କାହାଣୀର ଶେଷ ମିଳନ ହୁଏ
ତେବେ ଲୁହ ପାଇଁ ନିଜର ହେଇ କିଏ ରହିବ,, -ମୁଁ ଅଛି

1 week ago | [YT] | 6

Dhun Originals

କାହା ସ୍ମୃତି କୁ ସାଥେ ନେଇ ବଞ୍ଚି ହୁଏ କି ,
ପ୍ରେମ ଯେବେ ମରିଚିକା ସାଜେ ସହି ହୁଏ କି ,
ନିଜ ସ୍ପନ୍ଦନ କୁ ମିଛେଇ ଉପାଧି ଦେଇଛି ମୁଁ
ହେଲେ ବି ମାନିଛି ତାକୁ ନିଜର,,
ମୋ ପ୍ରେମର ପବିତ୍ରତା ସେ ମାପିବ କେମିତି
ଭରଷା ର ସଉଦା ସେ କରି ପାରିଛି ଯଉଠି ........

Upcoming Project
#dhunoriginals #sameerdash #roumyajpradhan
#jyotiranjanpatra

2 weeks ago | [YT] | 14

Dhun Originals

Happy Ganesh Chaturthi to all of you ✨🙏

3 weeks ago | [YT] | 42

Dhun Originals

Bappa is Coming.......

1 month ago | [YT] | 126

Dhun Originals

ମୋ ନିଜର ହଁ ବୋଲି ତୁମେ ଜଣେ
ମୋ କଲମ ରୁ ନିତି ଝରୁ ଥିବ .....

1 month ago | [YT] | 44

Dhun Originals

Freedom is the melody of a nation
Our heroes wrote the first notes with sacrifice, and today we carry that song forward with pride. 🇮🇳🎶
Happy Independence Day 🇮🇳

1 month ago | [YT] | 39

Dhun Originals

Mahabahu now Available in All Streaming platform
Go, Listen, share and shower your love ❤
https://youtu.be/cf7Vo007WMA?si=itslO...
https://youtu.be/cf7Vo007WMA?si=itslO...

2 months ago | [YT] | 93