ଟିକିଏ ଭଲ ପାଇବା ରହୁ💝💝💝
#trupticreation
#truptiranjanpanda
Mail 🆔 - panda.litun@gmail.com
📲-୯୯୩୭୯୩୭୯୯୭
👉🏻Welcome to my YouTube channel 🙏
👉🏻If you like my video then like, comment and share...✍🏻
👉🏻Please don't forget to subscribe My Channel😊🙏💝
💝ଜଗତର ନାଥ ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସଦା ସର୍ବଦା ଘଣ୍ଟ ଘୋଡେ଼ଇ ରଖନ୍ତୁ🙏🙏🙏"ଜୟ ଜଗନ୍ନାଥ" 💝
Trupti Ranjan Panda
🌾 ଚାଷୀ ଭାଇଭଉଣୀଙ୍କ ପାଇଁ ବଡ଼ ଖୁସି ଖବର! 🌾
ଆସନ୍ତା 30 ଅକ୍ଟୋବର 2026 ରେ ମିଳିବ PM-KISAN ସମ୍ମାନ ନିଧିର 24ତମ କିସ୍ତି। 💰
ଯୋଗ୍ୟ ଚାଷୀଙ୍କ ଖାତାକୁ ₹2,000 DBT ମାଧ୍ୟମରେ ପଠାଯିବ। 🙏🌾
କିନ୍ତୁ ମନେ ରଖନ୍ତୁ—e-KYC ସମ୍ପୂର୍ଣ୍ଣ, ଆଧାର-ବ୍ୟାଙ୍କ ଲିଙ୍କ୍ ଓ ଜମି ରେକର୍ଡ ଠିକ୍ ଥିବା ଅତ୍ୟନ୍ତ ଜରୁରୀ। ନିଜ Beneficiary Status ମଧ୍ୟ ଯାଞ୍ଚ କରନ୍ତୁ।
👉 ଆପଣଙ୍କ ଖାତାକୁ ₹2,000 ଆସିବ କି ନାହିଁ, ନିଜେ Status ଚେକ୍ କରନ୍ତୁ।
🌾 ଚାଷୀ ସମୃଦ୍ଧ ହେଲେ, ଦେଶ ସମୃଦ୍ଧ ହେବ। 🇮🇳
#PMKISAN #PMKISAN24thInstallment #PMKISAN2026 #PMKisanUpdate #PMKisanNews #କୃଷକ #ଚାଷୀ #ଚାଷୀଭାଇ #କୃଷକସମ୍ମାନ #PMKisan24ତମକିସ୍ତି #eKYC #FarmerNews #Agriculture #OdishaFarmer #ଚାଷୀଙ୍କପାଇଁ
3 weeks ago | [YT] | 1
View 0 replies
Trupti Ranjan Panda
🚨 FINDI BANK AEPS ID ଖେଳ ଖତମ୍! ଦୋକାନୀଙ୍କ ଟଙ୍କା ଫସି ରହିଛି କି? 😱💸
AEPS ID କାମ କରୁନି କି? ଟଙ୍କା ଉଠାଣ ଓ ଟ୍ରାଞ୍ଜାକ୍ସନ୍ରେ ସମସ୍ୟା ହେଉଛି କି? 🤔
ଅନେକ ଦୋକାନୀ ଏବେ ଚିନ୍ତାରେ! ଏହି ସମସ୍ୟାର ପ୍ରକୃତ କାରଣ କ’ଣ? ଦୋକାନୀଙ୍କ ଫସିଥିବା ଟଙ୍କା କେମିତି ଫେରିବ? ଆଗକୁ କ’ଣ କରିବେ?
📢 ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।
👍 ଭିଡିଓ ଭଲ ଲାଗିଲେ LIKE କରନ୍ତୁ। 🔔 ଏପରି ଜରୁରୀ ଅପଡେଟ୍ ପାଇଁ CHANNEL SUBSCRIBE କରନ୍ତୁ। 💬 ଆପଣଙ୍କର ମଧ୍ୟ ଏପରି ସମସ୍ୟା ହୋଇଛି କି? କମେଣ୍ଟରେ ଜଣାନ୍ତୁ।
#FindiBank #AEPS #AEPSID #FindiBankUpdate #AEPSProblem #BankingNews #CSP #BankingUpdate #DigitalBanking #OdishaNews #ଦୋକାନୀ #AEPSUpdate
1 month ago | [YT] | 0
View 0 replies
Trupti Ranjan Panda
📢 ଡିଜିଟାଲ୍ କ୍ରପ୍ ସର୍ଭେ ସମ୍ପର୍କିତ ସୂଚନା
ଡିଜିଟାଲ୍ କ୍ରପ୍ ସର୍ଭେ କରିବା ସମୟରେ କୌଣସି ଅସୁବିଧା ହେଉଥିଲେ କିମ୍ବା e-Chasa ଆପ୍ ସମ୍ପର୍କରେ ସହାୟତା ଆବଶ୍ୟକ ହେଉଥିଲେ, ଯୋଗାଯୋଗ କରିପାରିବେ। 🌾📱
ଚାଷୀଙ୍କ ସୁବିଧା ପାଇଁ — ଡିଜିଟାଲ୍ କ୍ରପ୍ ସର୍ଭେ ସହଜରେ କରନ୍ତୁ।
#DigitalCropSurvey #eChasa #କୃଷି #ଚାଷୀ #OdishaAgriculture
3 months ago | [YT] | 2
View 0 replies
Trupti Ranjan Panda
ଆସନ୍ତା କାଲି 13 ମାର୍ଚ୍ଚ 2026 PM KISAN ର କିସ୍ତି ମିଳିବାକୁ ଯାଉଚି ଯେଉଁମାନଙ୍କ ନାଁରେ ଜମି ଅଛି ଆଉ ସେମାନେ FARMER REGISTRY PORTAL ରେ ପଞ୍ଜିକରଣ କରିଛନ୍ତି କେବଳ ସେମାନେ ହିଁ ଏହାର ଲାଭ ଉଠେଇ ପାରିବେ ଅନ୍ୟମାନେ ଏଥିରୁ ବଞ୍ଚିତ ରହିବେ CM KISAN ପାଉଥିଲେ ମଧ୍ୟ
8 months ago | [YT] | 0
View 0 replies
Trupti Ranjan Panda
DIGITAL CROP SURVEY କରିବା ସମୟରେ କୌଣସି ଅସୁବିଧା ସାମ୍ନା କଲେ ଆପଣ ମାନେ ମୋର contact ନମ୍ବର ରେ ପରାମର୍ଶ କରି ପାରିବେ
#echasaodisha
#cropsurvey
1 year ago | [YT] | 0
View 0 replies
Trupti Ranjan Panda
ଆସନ୍ତା କାଲି ୨୭ ଅଗଷ୍ଟ ରେ CM KISAN ର ତୃତୀୟ କିସ୍ତି ଚାଷୀଙ୍କ ଖାତାକୁ ଯିବ
1 year ago | [YT] | 3
View 0 replies
Trupti Ranjan Panda
ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ଏବଂ ଅଯୋଗ୍ୟ ମାନଦଣ୍ଡ.
(କିଏ ପାଇବ ଆଉ କିଏ ପାଇବନି).....ଆପଣ ଏହାକୁ ଶେଷ ଯାଏଁ ପଢ଼ିଲେ ନିଶ୍ଚିନ୍ତ ଭାବରେ ଆପଣଙ୍କ ମନରେ ଥିବା ଦ୍ଵନ୍ଦ ଦୂର ହେବ....
2 years ago | [YT] | 1
View 0 replies
Trupti Ranjan Panda
ବଦଳିଲା କାଳିଆ ଯୋଜନା ନାମ...ପରିବର୍ତ୍ତନ ନାମ ସିଏମ୍ କିସାନ୍ ଯୋଜନା...ଏହି ଯୋଜନା ପାଇଁ ରାଜ୍ୟ ସରକାର ବଜେଟ ଘୋଷଣା କରି ସାରିଛନ୍ତି....ବହୁତ୍ ଶୀଘ୍ର ଆପଣ ମାନେ ଏହି ଯୋଜନା ପାଇଁ ନୂଆ Apply କରିବା ସହିତ ନୂତନ କିସ୍ତି ମଧ୍ୟ ପାଇ ପାରିବେ ।।
2 years ago | [YT] | 1
View 0 replies
Trupti Ranjan Panda
ଯେଉଁ ଚାଷୀ ଭାଇ ଓ ଭଊଣି ମାନେ ଚାଷ ଉପକରଣ(ଯନ୍ତ୍ରପାତି) କିଣିବାକୁ ଚାହୁଁଛନ୍ତି ଆଯିହିଁ Go Sugam Portal ରେ ବୁକିଂ କରି ନିଅନ୍ତୁ ।
ଆବଶ୍ୟକ ଦସ୍ତାବିଜ୍ -:
୧. ଆଧାର କାର୍ଡ
୨. ପାସ୍ ବୁକ୍
୩. ଜମି ପଟ୍ଟା
୩. DBT NO. ହେଇଥିବା ଦରକାର୍
୪. କୃଷକ ଓଡ଼ିଶା ପଞ୍ଜିକରଣ କରିଥିବା ଦରକାର୍
୫. ମୋବାଇଲ ନମ୍ବର
2 years ago | [YT] | 0
View 3 replies
Trupti Ranjan Panda
ମୋର ସମସ୍ତ ଭିଡିଓ ଦେଖି ଆପଣ ମାନେ ମୋର ଚାନେଲ କୁ subscribe କରି 1 ରୁ 1000 କରିଥିବାରୁ ଆପଣ ମାନଙ୍କୁ ମୋ ତରଫରୁ ବହୁତ୍ ସାରା ଭଲ ପାଇବା💖💖💖💖🙏🏻🙏🏻ଆଉ ମୋର ବଡ଼ ଭାଇ ଆଉ ଭଉଣି ମାନଙ୍କୁ ଆଶୀର୍ବାଦ ମାଗୁଛି 🙏🏻🙏🏻 ଆପଣ ମାନଙ୍କ ବହୁମୂଲ୍ୟ ସମୟ ମଧ୍ୟରୁ ମୋ ପାଇଁ କିଛି ଦେଇଥିବାରୁ ମୁଁ ଆପଣଙ୍କ ପାଖେ ଚିର ରୁଣୀ...ଭାବୁଛି ଏହି ଭଲ ପାଇବା ଆଗକୁ ବଜାଇ ରଖିବେ.... ମୋର କିଛି ତ୍ରୁଟି ରହୁଥିଲେ comment ମାଧ୍ୟମରେ ଜଣେଇବେ🙏🏻🙏🏻🙏🏻ପ୍ରଭୁ ଜଗନ୍ନାଥଙ୍କ ପାଖେ ଏତିକି ପ୍ରାର୍ଥନା ସମସ୍ତଙ୍କୁ ସଦା ସର୍ବଦା ଭଲରେ ରଖନ୍ତୁ 🙏🏻🙏🏻🙏🏻ଜୟ ଜଗନ୍ନାଥ
#0k
#1K
💝💝💝💝💝💝🙏🙏🙏💝💝💝💝💝
2 years ago | [YT] | 3
View 0 replies
Load more