Jay Jagannath ⭕❗⭕
📚 Welcome to Sumanta Guruji – Your trusted platform for Odisha entrance exam, scholarship exam and school exam preparation!
ଏହି ଚ୍ୟାନେଲ୍ ଓଡିଶା ର ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମିତ, ଯେଉଁମାନେ ବିଭିନ୍ନ ପ୍ରବେଶିକା ପରୀକ୍ଷା,ବିଭିର୍ନ ବୃତ୍ତି ପରୀକ୍ଷା ଏବଂ ସ୍କୁଲ୍ ପରୀକ୍ଷା ପାଇଁ ପ୍ରସ୍ତୁତି ନେଉଛନ୍ତି।
This channel is specially designed for students preparing for:
✅ Navodaya Vidyalaya Entrance Exam (JNV)
✅ Odisha Adarsha Vidyalaya (OAV) Entrance Exam 2026
✅ NRTS | NMMS | NMMSS | BRUTI |Pathani Samanta |School Exam
✅ AISSEE | Sainik School Entrance Exam 2026
✅ Class 6, Class 7 ,Class 8, Class 9 and Class 10 Math, English Science, Social Science, Odia and Mental Ability
🎯 What You’ll Get:
🔹 Daily Live Classes & Practice Questions
🔹 Previous Year Paper Solutions
🔹 Mock Tests
🔹 Shortcut Tricks & Concept Videos
🔹 Full Syllabus Coverage
📌 Stay connected for free online coaching, real exam papers, and expert guidance by Sumanta Guruji
☎️contact -sksumanta909@gmail.com
sumanta guruji
🪔✨ ଶୁଭ ଦୀପାବଳିର ଅନେକ ଅନେକ ଅଭିନନ୍ଦନ! ✨🪔
ଆଲୋକର ଏହି ପବିତ୍ର ପର୍ବ ଆପଣଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ନୂତନ ଆଶାର ଆଲୋକ ଭରିଦେଉ। ❤️
ମା' ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ପରିବାର ସର୍ବଦା ହସଖୁସିରେ ରହୁ ଏବଂ ପ୍ରତ୍ୟେକ ସ୍ୱପ୍ନ ସଫଳ ହେଉ। 🙏
ଆପଣ ଓ ଆପଣଙ୍କ ପରିବାରକୁ Sumanta Guruji Team ପକ୍ଷରୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା। 🪔💐
4 days ago | [YT] | 127
View 29 replies
sumanta guruji
🎉 ବଡ଼ ଖୁସି ଖବର! ଆଜି ସନ୍ଧ୍ୟା 7:00 PM ରେ LIVE LAUNCH! 🎉
ପ୍ରିୟ ଛାତ୍ରଛାତ୍ରୀମାନେ ❤️
ଆପଣମାନଙ୍କ ପାଇଁ ଆସୁଛି ଏକ ବଡ଼ ସରପ୍ରାଇଜ୍!
📚 NAVODAYA EXAM 2027 – SPECIAL SAMPLE PAPER LAUNCH
📱 Sumanta Guruji APP LAUNCH
ଆଜି ସନ୍ଧ୍ୟା ଠିକ୍ 7:00 PM ରେ ଆମର Sumanta Guruji YouTube Channel ରେ LIVE ରହିବି।
ଏହି Sample Paper କିପରି ପାଇବେ, କିପରି ପଢ଼ିବେ ଏବଂ APP କିପରି ବ୍ୟବହାର କରିବେ, ସବୁକିଛି LIVE ରେ ଜାଣିପାରିବେ।
⏰ Time: Today 7:00 PM
📺 Channel: Sumanta Guruji
ତେଣୁ ସମସ୍ତେ LIVE ରେ ଯୋଗ ଦେବାକୁ ଭୁଲିବେ ନାହିଁ।
Are You Ready? 🔥
#SumantaGuruji #Navodaya2027 #SamplePaper #AppLaunch #LiveLaunch
1 week ago | [YT] | 147
View 26 replies
sumanta guruji
ବୃତ୍ତି ପରୀକ୍ଷା କେମିତି ହେଇଛି ?☺️
1 month ago | [YT] | 142
View 52 replies
sumanta guruji
🚨 SPECIAL OFFER ALERT! 🚨🎉
📚 Your dream course is now available at an amazing 25% OFF! 🔥
#sumantaguruji #jnv #oav #cbse
1 month ago | [YT] | 87
View 14 replies
sumanta guruji
🏆 ଆମ ଛାତ୍ରଙ୍କ ସଫଳତା, ଆମ ପାଇଁ ଗର୍ବର ମୁହୂର୍ତ୍ତ! ❤️
ଆମର ପ୍ରିୟ ଛାତ୍ର ମନୀଷ ଆଚାର୍ଯ୍ୟଙ୍କୁ ଅନେକ ଅନେକ ଅଭିନନ୍ଦନ! 🎉👏
🥇 କବିତା ଆବୃତ୍ତି – ୧ମ ପୁରସ୍କାର
🥈 ବିତର୍କ ପ୍ରତିଯୋଗିତା – ୨ୟ ପୁରସ୍କାର
ତୁମର ପରିଶ୍ରମ, ଆତ୍ମବିଶ୍ୱାସ ଓ ପ୍ରତିଭା ଆମ ସମସ୍ତଙ୍କୁ ଗର୍ବିତ କରିଛି। 🌟
ଏହି ସଫଳତା ପାଇଁ ମନୀଷଙ୍କୁ ଗୋଟିଏ ❤️ ଓ ଅଭିନନ୍ଦନ କମେଣ୍ଟ କରନ୍ତୁ।
SumantaGuruji #ମନୀଷଆଚାର୍ଯ୍ୟ #ଛାତ୍ରସଫଳତା #କବିତାଆବୃତ୍ତି #ବିତର୍କପ୍ରତିଯୋଗିତା #OdishaStudents #StudentAchievement #ProudMoment #StudentSuccess
2 months ago | [YT] | 86
View 6 replies
sumanta guruji
“ଜଣେ ଭଲ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ,
ସେ ଜଣେ ଛାତ୍ରର ସ୍ୱପ୍ନକୁ ଦିଗ ଦିଅନ୍ତି
ଏବଂ ତା’ର ଭବିଷ୍ୟତକୁ ଆଲୋକିତ କରନ୍ତି।”
ଶୁଭ ଶିକ୍ଷକ ଦିବସ 💐
SUMANTA GURUJI
2 months ago | [YT] | 275
View 87 replies
sumanta guruji
🙏Radhe Radhe 🙏
2 months ago | [YT] | 84
View 20 replies
sumanta guruji
ଭାଇ-ଭଉଣୀର ସମ୍ପର୍କ ହେଉଛି ଭଲପାଇବା, ବିଶ୍ୱାସ ଓ ଅସରନ୍ତି ସ୍ନେହର ଏକ ସୁନ୍ଦର ବନ୍ଧନ। ❤️
ରାକ୍ଷୀର ଏହି ପବିତ୍ର ସୂତା ସବୁବେଳେ ଆମ ସମ୍ପର୍କକୁ ଆହୁରି ମଜବୁତ କରୁ। ଜୀବନର ପ୍ରତ୍ୟେକ ଖୁସି ଓ ଦୁଃଖରେ ଆମେ ପରସ୍ପରର ସାଥୀ ହୋଇ ରହିବା।
ଏହି ରାକ୍ଷୀ ପୂର୍ଣ୍ଣିମାରେ ସମସ୍ତ ଭାଇ-ଭଉଣୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା। 🌸🪢❤️
ଭାଇ-ଭଉଣୀର ଏହି ସ୍ନେହର ବନ୍ଧନ ସଦା ଏମିତି ଅତୁଟ ରହୁ।
ଶୁଭ ରାକ୍ଷୀ ପୂର୍ଣ୍ଣିମା! 🙏❤️
2 months ago | [YT] | 170
View 18 replies
sumanta guruji
Don't Late 😔 For Limited Students 🎁
4 months ago | [YT] | 163
View 10 replies
sumanta guruji
🙏ସାମ୍ବ ସଦାଶିବ 🙏
5 months ago | [YT] | 110
View 4 replies
Load more