ଜୟ ଜଗନ୍ନାଥ⭕‼️⭕! ପିଲାମାନେ🫂 ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ | ମୁଁ ଆପଣ ମାନଙ୍କୁ ଏହି Channel କୁ ସ୍ୱାଗତ କରୁଛି | ଏହି Edu Point ୟୁଟ୍ୟୁବ Channel ରେ ଆପଣ ମାନେ ପ୍ରଥମ ଠାରୁ ଦଶମ ଓ +୨ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀର ଶିକ୍ଷ୍ୟା ବିଷୟରେ ଅଧ୍ୟାପନ କରିପାରିବେ | ତାହା ସହ ଆପଣ ମାନେ ଆମ Channel ରେ ବିଭିନ୍ନ ପ୍ରକାରର CURRENT AFFAIRS, CURRENT NEWS, SCOLARSHIP ର UPDATE ବିଷୟରେ ଜାଣିପାରିବେ | ଯଦି ଆପଣ ମାନଙ୍କୁ ପସନ୍ଦ ଲାଗୁଛି, ତେବେ ଆମ ୟୁଟୁବ Channel କୁ SUBSCRIBE କରନ୍ତୁ |
❣️ଧନ୍ୟବାଦ❣️
For Business Inquiry & Promotion:-
psambit471@gmail.com
Edu Point
📌 ଯଥା ଶୀଘ୍ର 65k Complete କର Share କରି ସଂସ୍କୃତ ପ୍ରଶ୍ନ ଆସିବ✅
ସମସ୍ତେ ନିଜ ନିଜ ସାଙ୍ଗ ମାନଙ୍କୁ Share କର Subscribe କର
17 hours ago | [YT] | 70
View 36 replies
Edu Point
ପିଲାମାନେ ଜଲଦି ନିଜ ନିଜ ସାଙ୍ଗ ମାନଙ୍କୁ Share କରି 62k Complete କର MATH Question Paper ଆଣିବା 📌
2 days ago | [YT] | 44
View 52 replies
Edu Point
📌 ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାମାନେ କାହାର କୋଉ ଦିନ କି ପରୀକ୍ଷା ଅଛି Time Table Comment କର 👇👇
2 days ago | [YT] | 42
View 67 replies
Edu Point
ପିଲାମାନେ ତୁମର HALF YEARLY EXAM କେବେ ?
6 days ago | [YT] | 53
View 37 replies
Edu Point
🐘🌺 ପବିତ୍ର ଗଣେଶ ପୂଜାର ହାର୍ଦ୍ଦିକ ଶୁଭେଚ୍ଛା 🌺🐘
ବିଘ୍ନହର୍ତ୍ତା ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରେ
ଆପଣଙ୍କ ଜୀବନରୁ ସମସ୍ତ ବିଘ୍ନ ଦୂର ହେଉ,
ସୁଖ, ଶାନ୍ତି ଓ ସଫଳତାରେ ଜୀବନ ଭରିଯାଉ। 🙏✨
🌺 ଶ୍ରୀ ଗଣେଶାୟ ନମଃ 🌺
1 week ago | [YT] | 587
View 0 replies
Edu Point
🌾✨ ନୂଆଖାଇ ଜୁହାର ✨🌾
ନୂଆ ଧାନର ସୁଗନ୍ଧରେ ଭରିଯାଉ ଜୀବନ,
ନୂଆ ଆଶା ଓ ନୂଆ ଖୁସିରେ ହସିଉଠୁ ପରିବାର।
ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରେ
ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ।
🌾 ଆପଣଙ୍କ ପରିବାରକୁ ନୂଆଖାଇଁ ର ହାର୍ଦ୍ଦିକ ଶୁଭେଚ୍ଛା। 🙏✨
#edupoint
1 week ago | [YT] | 22
View 0 replies
Edu Point
“ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ ।
ନିର୍ବିଘ୍ନଂ କୁରୁମେ ଦେବ ସର୍ବକାର୍ଯ୍ୟେ ସୁସର୍ବଦା ।।”
ପବିତ୍ର ଗଣେଶ ପୂଜାର ଶୁଭେଚ୍ଛା ଓ ଅଭିନନ୍ଦନ ||
‼️ ଜୟ ଶ୍ରୀଗଣେଶ ‼️
1 week ago | [YT] | 52
View 0 replies
Edu Point
🙏ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଇଶ୍ବର🙏
ଭାରତର ପ୍ରଥମ ଉପରାଷ୍ଟ୍ରପତି,ଦ୍ଵିତୀୟ ରାଷ୍ଟ୍ରପତି,ମହାନ ଦାର୍ଶନିକ,ବିଶିଷ୍ଟ କୂଟନୀତିଜ୍ଞ ଓ ଆଦର୍ଶ ଶିକ୍ଷକ ଭାରତ ରନୂ ଡ଼କ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀରେ ତାଙ୍କୁ ଭକ୍ତିପୂତ ପ୍ରଣାମ ଓ ଶ୍ରଦ୍ଧାଞ୍ଜଳୀ 💐🙏❤️🩹
ଗୁରୁ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
@EduPoint12345
3 weeks ago | [YT] | 59
View 0 replies
Edu Point
EDU POINT ଚ୍ୟାନେଲ ତରଫରୁ ସମସ୍ତଙ୍କୁ
Happy ଜନ୍ମାଷ୍ଟମୀ 🙏
🦚 HAPPY JANMASHTAMI TO ALL OF YOU 🦚
3 weeks ago | [YT] | 7
View 0 replies
Edu Point
ପିଲାମାନେ ତୁମର IA -2 ପରୀକ୍ଷା କେବେ ?
Comment ରେ କୁହ 👍
1 month ago | [YT] | 14
View 8 replies
Load more