IB KORAPUTIA YOUTUBE ଚ୍ୟାନେଲ, ଆପଣ ମାନଙ୍କୁ ସ୍ୱାଗତ କରେ !ଆପଣ ମାନଙ୍କର ସହଯୋଗ ଓ କାମନା ଆମ ଚ୍ୟାନେଲ ପାଇଁ ବହୁ ଗୁରୁତ୍ୱପୁର୍ଣ ! ଆଶା କରୁ କି ଉକ୍ତ ଚ୍ୟାନେଲ ମାଧ୍ୟମରେ ଆପଣ ମାନଙ୍କୁ ମନୋରଞ୍ଜନ ଯୋଗାଇବ ବୋଲି ଆଶା !!ଆମ ଚ୍ୟାନେଲ କୁ ଭରପୁର ମାତ୍ରାରେ ସବସକ୍ରାଇବ କରନ୍ତୁ ! ଆପଣଙ୍କ ଭଲ ପାଇବା ଏହି IB KORAPUTIA YOUTUBE ଚ୍ୟାନେଲ ସହ ଅତୁଟ ରହୁ ! ଏହି ଚ୍ୟାନେଲମାଧ୍ୟମରେ ଆପଣମାନଙ୍କ ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ନାଟଗୁରୁ ମାନଙ୍କର ନାଟକ, ବଜାର, ଯାତ୍ରା, ବାଲିଯାତ୍ରା,ପର୍ବ ପର୍ବାଣି, କଳା ସଂସ୍କୃତି, ଉତ୍ସବ, ଉଦ୍ଧଘାଟଣୀ, ପ୍ରତିଷ୍ଠା ତଥା ଅନେକ କିଛି Entertainment(ଆମୋଦ ପ୍ରମୋଦ) ସମ୍ପର୍କ ରେ ପ୍ରସାରଣ କରାଯିବ.!! ଏତତଃ ବ୍ୟତୀତ, ବିଶେଷ କରି ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଗୁରୁ ମାନଙ୍କର ନୂଆ ନାଟକ ଗୁଡିକ ଏହି ଚ୍ୟାନେଲ ମାଧ୍ୟମରେ ପ୍ରସାରିତ କରାଯିବ. !!ଆପଣମାନଙ୍କୁ ମନୋରଞ୍ଜନ ନିମନ୍ତେ ବହୁତ କିଛି ପ୍ରୟାସ, ଏହି ଚ୍ୟାନେଲ ଜାରି ରଖିବ ବୋଲି ଦୃଢ଼ଡକ୍ତି 🙏🙏🙏🙏🙏🙏🙏🙏🙏🙏
👉👉?ତଳେ ଆମ ବିଭିନ୍ନ ଲିଙ୍କ ଗୁଡିକ ଦିଆ ଯାଇଛି, join ହେବା ପାଇଁ click କରନ୍ତୁ 👇👇👇👇👇
👉👉ଯୋଗାଯୋଗ ଓ ୱାଟ୍ସଅପ ନମ୍ବର -7008901877
www.facebook.com/share/p/npTUrwqdVCXRphYT/?mibexti…
Instagram link :
𝐈𝐁 𝐊𝐎𝐑𝐀𝐏𝐔𝐓𝐈𝐀
ମହାମାୟୀ ଜଗଦମ୍ବାଙ୍କ ପବିତ୍ର ଦଶହରା ଉପଲକ୍ଷେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଞ୍ଚସ୍ଥ ହେବାକୁ ଯାଉଥିବା ଦାମୋଗୁରୁ ନିର୍ଦ୍ଧେଶିତ ବୁଟି ଗୁଡ଼ା ଗ୍ରାମର ନାଟକ ତାଲିକା 👇👇👇youtube.com/@ibkoraputia?si=lgb2m1U5t96AahyY
2 weeks ago | [YT] | 38
View 2 replies
𝐈𝐁 𝐊𝐎𝐑𝐀𝐏𝐔𝐓𝐈𝐀
ଦଶହରା ପୂଜା ଉପଲକ୍ଷେ ରାଉଁଲି ଗୁଡ଼ା ନାଟକର ତାଲିକା 👇👇youtube.com/@ibkoraputia?si=wwQd2J0LrvZYRKCj
3 weeks ago | [YT] | 70
View 1 reply
𝐈𝐁 𝐊𝐎𝐑𝐀𝐏𝐔𝐓𝐈𝐀
ଶ୍ରୀ ଗଣେଶ ମହାପ୍ରଭୁଙ୍କ ଭସାଣି ଯାତ୍ରା ଉପଲକ୍ଷେ କୋଟପାଡ଼ ବ୍ଲକ ଅନ୍ତର୍ଗତ ଭନସୁଲି ଗ୍ରାମ ପଂଚାୟତ ଅନ୍ତର୍ଭୁକ୍ତ ଦେଓର୍ଲି ଗ୍ରାମ ଠାରେ ଶ୍ରୀ ଦାମୋଗୁରୁ ନିର୍ଦ୍ଧେଶିତ ବୁଟିଗୁଡ଼ା ଗ୍ରାମର ନାଟକ ମଞ୍ଚସ୍ଥ ହେବ, ତେଣୁକରି ନାଟକ ପ୍ରେମୀ ଦର୍ଶକ ବୃନ୍ଦଙ୍କୁ କମିଟି ତରଫରୁ ନିମନ୍ତ୍ରଣ ରହିଲା 👇👇👇👇👇👇👇youtube.com/@ibkoraputia?si=ASPAye5m-3XNY9RO
1 month ago | [YT] | 39
View 0 replies
𝐈𝐁 𝐊𝐎𝐑𝐀𝐏𝐔𝐓𝐈𝐀
ଶ୍ରୀ ଶ୍ରୀ ଗଣେଶ ମହାପ୍ରଭୁଙ୍କର ଭସାଣି ଉପଲକ୍ଷେ ବତାସନା (କୋଟପାଡ଼ )ଜିଲ୍ଲା -କୋରାପୁଟର ନାଟକ ବିଭିନ୍ନ ସ୍ଥାନରେ ମଞ୍ଚସ୍ଥ ହେବାକୁ ଯାଉଛି
1 month ago | [YT] | 53
View 1 reply
𝐈𝐁 𝐊𝐎𝐑𝐀𝐏𝐔𝐓𝐈𝐀
ଶ୍ରୀ ଶ୍ରୀ ଗଣେଶ ମହାପ୍ରଭୁଙ୍କ ଭସାଣି ଉପଲକ୍ଷେ ଅଁଳାଭଟ୍ଟା (କୋଟପାଡ଼ ) ଠାରେ କର୍ଣ୍ଣ ଗୁରୁଙ୍କ ଦ୍ୱାରା ନିର୍ଦ୍ଧେଶିତ ପାଲିଗୁଡା ର ନାଟକ ତା - 22/09/2026 ରିଖ ମଙ୍ଗଳବାର ରାତ୍ରିରେ ମଞ୍ଚସ୍ଥ ହେବାକୁ ଯାଉଛି! ତେଣୁକରି ନାଟକ ପ୍ରେମୀ ଦର୍ଶକ ବୃନ୍ଦ ବହୁ ସଂଖ୍ୟାରେ ଯୋଗଦାନ କରିବେ ବୋଲି ଅନୁରୋଧ
1 month ago (edited) | [YT] | 29
View 0 replies
𝐈𝐁 𝐊𝐎𝐑𝐀𝐏𝐔𝐓𝐈𝐀
ଶ୍ରୀ ଶ୍ରୀ ଗଣେଶ ମହା ପ୍ରଭୁଙ୍କର ଭସାଣି ଯାତ୍ରା ଉପଲକ୍ଷେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମରେ -ରାଉଁଳିଗୁଡ଼ା ନାଟକର ମଞ୍ଚସ୍ଥ ତାଲିକା 👇👇👇youtube.com/@ibkoraputia?si=g-7eACqwgxQencIF
1 month ago (edited) | [YT] | 55
View 1 reply
𝐈𝐁 𝐊𝐎𝐑𝐀𝐏𝐔𝐓𝐈𝐀
ଶ୍ରୀ ଶ୍ରୀ ଗଣେଶ ମହା ପ୍ରଭୁଙ୍କର ଭସାଣି ଯାତ୍ରା ଉପଲକ୍ଷେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଗ୍ରାମରେ -କାନାକୋଟ ନାଟକର ମଞ୍ଚସ୍ଥ ତାଲିକା 👇👇👇👇👇👇👇👇👇youtube.com/@ibkoraputia?si=g-7eACqwgxQencIF
1 month ago (edited) | [YT] | 44
View 2 replies
𝐈𝐁 𝐊𝐎𝐑𝐀𝐏𝐔𝐓𝐈𝐀
ବିଶ୍ୱ ଆଦିବାସୀ ଦିବସ (9 august ) ଉପଲକ୍ଷେ ଆମ ଚ୍ୟାନେଲ ମାଧ୍ୟମରେ ସମସ୍ତ ଆଦିବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା 🙏🙏🙏🙏🙏🙏youtube.com/@ibkoraputia?si=WHZCizTWUc-SKT6u
2 months ago (edited) | [YT] | 35
View 0 replies
𝐈𝐁 𝐊𝐎𝐑𝐀𝐏𝐔𝐓𝐈𝐀
https://youtu.be/EgzefMq0L9U?si=r5bfX...
4 months ago (edited) | [YT] | 38
View 3 replies
𝐈𝐁 𝐊𝐎𝐑𝐀𝐏𝐔𝐓𝐈𝐀
https://youtu.be/wfZCx0ZQSZk?si=PWxLQ...
4 months ago | [YT] | 50
View 0 replies
Load more