BRAJALAXMI Movies

An Entertainment house of Music and Story telling while maintaining the social values as well as celebrating the liberty of artistic creativity !


BRAJALAXMI Movies

ଆଦୌ ଶୁଣିବେ ନାହିଁ ଏ କାହାଣୀ କୁ, ନଚେତ ଭଲ କାହାଣୀ ଶୁଣିବା ର ଅଭ୍ୟାସ ରେ ବାନ୍ଧି ହେଇ ଯିବେ
ଆଉ ଭଲ କାହାଣୀ ସୁନ୍ଦର ଉପସ୍ଥାପନା ସହିତ କେବଳ Brajalaxmi Movies ହିଁ ପ୍ରସ୍ତୁତ କରେ... ଅଭ୍ୟାସ ହୋଇଗଲେ ସବୁବେଳେ Brajalaxmi Movies ର Audiobook କୁ ଝୁରିବାକୁ ପଡିବ
https://youtu.be/qIV3W43yQhg?si=0QWsS...

5 days ago | [YT] | 6

BRAJALAXMI Movies

https://youtu.be/JoDwzLWJ_ME?si=UWvDF...
କାହାଣୀ ଅତି କୌତୁକିଆ..ଶୁଣିବେ ଓ ଜଣାଇବେ...ଆପଣଙ୍କ ପସନ୍ଦ କିପରି କାହାଣୀ ସବୁ 🙏🏿

1 week ago | [YT] | 6

BRAJALAXMI Movies

https://youtu.be/JoDwzLWJ_ME?si=UWvDF...
ଏକ ନିରୀହ କାହାଣୀ ଯାହା ଆଵାଳବୃଦ୍ଧବନିତା ଙ୍କୁ ପ୍ରଚୁର ମନୋରଞ୍ଜନ ର ଖୋରାକ ଯୋଗାଇବା ପାଇଁ ଉଦିଷ୍ଟ ✅ଶୁଣିବେ ଓ ଜଣାଇବେ..କେମିତି ଲାଗିଲା ❤️

1 week ago | [YT] | 6

BRAJALAXMI Movies

​✨ ଶୁଭ ବିଜୟା ଦଶମୀ ଏବଂ ଶ୍ରୀ ସାଇ ବାବାଙ୍କ ପୁଣ୍ୟତିଥିର ହାର୍ଦ୍ଦିକ ଅଭିନନ୍ଦନ! 🙏🌺
​ବାବାଙ୍କ ଅପାର କୃପାରୁ ଏହି ପବିତ୍ର ପୁଣ୍ୟତିଥି ଅବସରରେ ଆଜି ଆମ ଚ୍ୟାନେଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି ଏକ ବିଶେଷ ଆଧ୍ୟାତ୍ମିକ ଭେଟି "ସାଇ ସନ୍ଥକଥାମୃତ"! 📖✨
​ବାବାଙ୍କ ଦିବ୍ୟ ବାଣୀ, ଲୀଳା ଓ ମହିମାରେ ଭରପୂର ଏହି ଭିଡିଓକୁ ନିଶ୍ଚୟ ଦେଖନ୍ତୁ ଏବଂ ବାବାଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ।
​🏹 ବିଜୟା ଦଶମୀ: ଅଧର୍ମ ଉପରେ ଧର୍ମର ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ଏହି ମହାନ ପର୍ବ ଆପଣଙ୍କ ଜୀବନକୁ ସୁଖ, ସମୃଦ୍ଧି ଓ ସଫଳତାରେ ଭରିଦେଉ। ମା' ଦୁର୍ଗା ଆପଣଙ୍କୁ ସବୁ ବାଧାବିଘ୍ନରୁ ରକ୍ଷା କରନ୍ତୁ।
​😇 ଶ୍ରୀ ସାଇ ବାବାଙ୍କ ପୁଣ୍ୟତିଥି: ସାଇ ବାବାଙ୍କ ପବିତ୍ର ଚରଣରେ ଆମର ଶତ ଶତ ପ୍ରଣାମ। ଶ୍ରଦ୍ଧା ଓ ସବୁରୀର ପଥ ପ୍ରଦର୍ଶକ ବାବା ଆପଣଙ୍କ ଜୀବନକୁ ଆଶୀର୍ବାଦ ଓ ଶାନ୍ତିରେ ଭରିଦିଅନ୍ତୁ। ପରମକୃପାଳୁ ସାଇ ବାବା ସମସ୍ତଙ୍କୁ ଭଲରେ ରଖନ୍ତୁ, ସଭିଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତୁ।
​🌸 ଓଁ ସାଈ ରାମ୍! 🌸
✨ ଜୟ ମା' ଦୁର୍ଗା! ✨
​👉 "ସାଇ ସନ୍ଥକଥାମୃତ" ର ଏହି ଦିବ୍ୟ ଅନୁଭୂତିକୁ ଦେଖିବା ପାଇଁ ଏବଂ ଆମର ସମସ୍ତ ଆଗାମୀ ଭିଡିଓ ପାଇଁ ଆମ ଚ୍ୟାନେଲ୍‌କୁ ଏବେ ହିଁ Subscribe କରନ୍ତୁ ଏବଂ 🔔 (ବେଲ୍) ଆଇକନ୍‌କୁ ପ୍ରେସ୍ କରିବାକୁ ଭୁଲନ୍ତୁ ନାହିଁ। ଭିଡିଓଟିକୁ ନିଜ ପ୍ରିୟଜନମାନଙ୍କ ସହ ଶେୟାର କରି ପୁଣ୍ୟର ଭାଗୀଦାର ହୁଅନ୍ତୁ।

1 week ago | [YT] | 7

BRAJALAXMI Movies

https://youtu.be/sStPqB1_yTI?si=7Mrud...
ଆଜି ର କ୍ଲାନ୍ତ ଅପରାହ୍ନ ରେ ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନିରୀହ ମଧୁର ଚିରସବୁଜ କାହାଣୀ ଯାହା ରଚିତ ହୋଇଛି ଯଶସ୍ବୀ କବି ଲଷ୍ମୀକାନ୍ତ ମହାପାତ୍ର ଙ୍କ ଲେଖନୀ ରୁ | କାନ୍ତକବି ଯେ ଶ୍ରେଷ୍ଠ କବିତାସବୁ ରଚନା କରୁଥିଲେ କିନ୍ତୁ ସେ ଲେଖିଥିଲେ ଅନେକଗୁଡିଏ ଅତି ସୁନ୍ଦର ଗପ ସବୁ ମଧ୍ୟ | ମାନସୀ, ସେହିପରି ଏକ କାହାଣୀ |

1 week ago (edited) | [YT] | 7

BRAJALAXMI Movies

https://youtu.be/yaRBpPDPTx8?si=a1DwY...
ଜାତିଚ୍ୟୁତ
ଏକ ଅମର ଆତ୍ମସ୍ପର୍ଶୀ ସାମାଜିକ ଚିତ୍ର ର କାହାଣୀ ଯାହା ରଚନା ହେଇଥିଲା ଚିର ନମସ୍ୟ ସାହିତ୍ୟିକ ଗୋଦାବରୀଶ ଙ୍କ କଲମ କମଳ ରୁ... ନିଶ୍ଚୟ ଶୁଣିବେ ଓ ଆମକୁ ଆପଣଙ୍କ ମତାମତ comment box ଜଣାଇବା ସହିତ ଆମ channel କୁ subcsribe କରିବେ | ଆଗକୁ ଅନେକ ସବୁ ଭିନ୍ନଧାର୍ମିକ କିନ୍ତୁ ସୁନ୍ଦର କଥା କାହାଣୀ ସବୁକୁ ଉପସ୍ଥାପନ କରିବା ନିମନ୍ତେ ଆମେ ବଦ୍ଧ ପରିକର, ଆପଣଙ୍କ ସକ୍ରିୟ ସହଯୋଗ ଓ ସଦିଚ୍ଛା ଆମକୁ ଅଧିକ ଉତ୍ସାହିତ କରିବ 🙏🏿🤍

1 week ago (edited) | [YT] | 7

BRAJALAXMI Movies

ସାଇ ବାବା ଙ୍କ ଭକ୍ତି ରସରେ ମଧୁର ଏକ ଭଜନ "ଜୟ ଜୟ ସାଇ " ସମସ୍ତ ସାଇଭକ୍ତ ମାନଙ୍କ ପାଇଁ ନିବେଦିତ ❤️💐
https://youtu.be/KZx4cVRr71k?si=OBs9M...

2 weeks ago | [YT] | 10

BRAJALAXMI Movies

ନବରାତ୍ରୀ ର ଶାରଦୀୟ ଶୁଭେଚ୍ଛା ସହିତ ପ୍ରସ୍ତୁତ ଦେବୀ ଭାଗବତ ପୁରାଣ ର ଏକ ଘଟଣା ଯେତେବେଳେ ରାଜା ସୁରଥ ନବରାତ୍ରୀ ସାଧନା ପୂଜନ କରି ଭକ୍ତି ବଳରେ ମା ଦୁର୍ଗା ଙ୍କ କୃପା ପ୍ରାପ୍ତ କରିଥିଲେ 🧡 ଶୁଣନ୍ତୁ ସେ ଦିବ୍ୟ କଥା ❤️ https://youtu.be/gLLig46mpo0?si=dtWmM...

2 weeks ago (edited) | [YT] | 8

BRAJALAXMI Movies

ସତରେ କଣ ସବୁ ହିନ୍ଦୁ ମାନଙ୍କ ପସନ୍ଦ ଗାଈ ମାଂସ? କାହିଁକି ସ୍ଵଭାଵକବି ଗଙ୍ଗାଧର କହିଲେ ଏଇ କଥା "ଖଣ୍ଡିଏ ପତ୍ର " ରେ?
https://youtu.be/OMyCsQ6ZWnE?si=ENWB8...
ନିଶ୍ଚୟ ଶୁଣିବେ ଓ ଆପଣ ମାନଙ୍କ ମତାମତ comment box ରେ ଜଣେଇବେ 🙏🏿

2 weeks ago | [YT] | 7

BRAJALAXMI Movies

https://youtu.be/9Xqd-5BYMfc?si=SfuwI...
ଭାରତୀୟ ଲୋକତନ୍ତ୍ର ରେ ଆନ୍ଦୋଳନ କରିବା, ଅସହମତି ଦର୍ଶାଇବା ଏକ ସାମ୍ବିଧାନିକ ମୌଳିକ ଅଧିକାର, କିନ୍ତୁ ମଦାନ୍ଧ ସତ୍ତା ଅନେକ ସମୟ ରେ ଏକଛତ୍ରବାଦ କୁ ପ୍ରାଧାନ୍ୟ ଦିଏ, ଏହା କେବଳ ଆଜି କାଲି ର ପରିସ୍ଥିତି ନୁହେଁ, ଆଗରୁ ବି ହୋଇଛି ଏବଂ ଆଗକୁ ବି ହେବ, ସେହିପରି ଏକ ସମସାମୟିକ କାହାଣୀ ରଚନା କରିଛନ୍ତି ଫାଟୁରାନନ୍ଦ, ସାଂକେତିକ କିନ୍ତୁ ଏକ ସର୍ବବିଦିତ ସତ୍ୟ... "ଭାରତୀ ମୈଦାନ " ଶୁଣିବେ ଓ ଜଣେଇବେ ଆମକୁ, କାହାଣୀ ଟି କେମିତି ଲାଗିଲା 🙏

2 weeks ago (edited) | [YT] | 7