ସମସ୍ତଙ୍କୁ ନମସ୍କାର 🙏
ଆପଣଙ୍କ ସଫଳତା ଆମର ଦାୟିତ୍ବ। ଏହି channel ରେ ଆପଣ ମାନଙ୍କୁ ସମସ୍ତ TET Exams (OTET , OSSTET, CTET ) , ସମସ୍ତ Teaching Exams ( Assistant Teacher, SSB TGT , KVS etc.) ଏବଂ ସମସ୍ତ Competitive Exams ( RI, AMIN, SSC CGL, ODISHA POLICE, CONESTABALE, FOREST GUARD ETC. ) ପାଇଁ ପ୍ରସ୍ତୁତ କରାଯିବ।
📚 ଏଠାରେ ଆପଣ ପାଇବେ:
• Teaching Aptitude MCQs ଓ Previous Year Questions
• Educational Psychology ଓ Pedagogy
• Child Development & Learning ର ସରଳ ବ୍ୟାଖ୍ୟା
• Important Notes ଓ Short Tricks
• Mock Test ଓ Marathon Class
🎯 ଆମ ଲକ୍ଷ୍ୟ:ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ Smart Preparation + Concept Clear + Exam Crack କରାଇବା।