Jay Jagannath, Jay Panchasakha
Official YouTube channel of Satya Bhanja. Our moto to find out hidden Malika Place and Devotees which was written by Panchasakha. Other than this channel showcases many interesting videos of several topics. If you have any query/feedback related to this channel, please leave a comment. If you like this channel please subscribe.
For Inquiry : satyayrd@gmail.com
Mob: 87631 48981


Satya Bhanja

ମା' ମଙ୍ଗଳା ଙ୍କର ଦିବ୍ୟ ଦର୍ଶନ 😍🙏

7 hours ago | [YT] | 4,882

Satya Bhanja

ବାବା ଧବଳେଶ୍ଵର ମହାପ୍ରଭୁ ଆପଣଙ୍କ ସମସ୍ତଙ୍କୁ ଘଣ୍ଟ ଘୋଡ଼ାଇ ରଖନ୍ତୁ ...🙏🔱🙏

1 day ago | [YT] | 4,109

Satya Bhanja

ସର୍ବବିଘ୍ନହରଂ ଦେବଂ ସର୍ବବିଘ୍ନବିବର୍ଜିତମ୍ l
ସର୍ବସିଦ୍ଧିପ୍ରଦାତାରଂ ବନ୍ଦେହଂ ଗଣନାୟକମ୍ ll

ବିନାୟକ ଆପଣଙ୍କ ପରିବାରକୁ ଖୁସିରେ ରଖନ୍ତୁ ।
ଆପଣଙ୍କ ସବୁ ସମସ୍ୟାର ନାଶ କରନ୍ତୁ🙏
ଗଣପତି ବାପା ମୋରିୟା 🔱🙏

3 days ago | [YT] | 14,816

Satya Bhanja

Jai Santoshi Maa🙏

4 days ago | [YT] | 11,562

Satya Bhanja

ଘଟଗାଁ ବାସିନୀ ଜୟ ମା ତାରିଣୀ 🙏

1 week ago | [YT] | 23,405

Satya Bhanja

ପବିତ୍ର ଗଣେଶ ଚତର୍ଥୀର ଶୁଭେଚ୍ଛା ! (Happy Ganesh Puja !) ଗଣପତି ବାପ୍ପା ମୋରିୟା ...🙏🛐

1 week ago | [YT] | 9,829

Satya Bhanja

ମହାପୁରୁଷ ପଞ୍ଚସଖା ଜଶୋବନ୍ତ ଦାସଙ୍କର ଦିବ୍ୟ ଦର୍ଶନ🙏

1 week ago | [YT] | 4,192

Satya Bhanja

ଦେବୀ ପାଲାଞ୍ଚୋକ୍ ଭଗବତୀ ନେପାଳ ବନ୍ୟାର ଦୁଇ ଦିନ ପୂର୍ବରୁ ହିଁ ନେପାଳକୁ ସତର୍କ କରାଇ ସାରିଥିଲେ 🚨

ନେପାଳ ବନ୍ୟାର ଦୁଇ ଦିନ ପୂର୍ବରୁ ଖବର ଆସିଥିଲା ଯେ ପାଲାଞ୍ଚୋକ୍ ଭଗବତୀଙ୍କ ମୂର୍ତ୍ତିରୁ ଝାଳ ବାହାରିବା ଆରମ୍ଭ ହୋଇଥିଲା; ପାରମ୍ପାରିକ ବିଶ୍ୱାସ ଅନୁଯାୟୀ ଏହାକୁ ଏକ ଅଶୁଭ ସଙ୍କେତ ବୋଲି ଧରାଯାଏ।

ଏବଂ ତା’ପରେ ରାସୁୱା ଅଞ୍ଚଳରେ ଭୟଙ୍କର ବନ୍ୟା ସୃଷ୍ଟି ହେଲା।

ହୁଏତ ଏହା ସମ୍ପୂର୍ଣ୍ଣ ଏକ ସଂଯୋଗ ହୋଇପାରେ। ମୂର୍ତ୍ତିରୁ କାହିଁକି ଝାଳ ବାହାରିଲା, ସେ ନେଇ ହୁଏତ କୌଣସି ବୈଜ୍ଞାନିକ ବ୍ୟାଖ୍ୟା ମଧ୍ୟ ଥାଇପାରେ।

କିନ୍ତୁ ଯେତେବେଳେ ଆପଣ ଏକ ବଡ଼ ବିପର୍ଯ୍ୟୟର ମାତ୍ର ଦୁଇ ଦିନ ପୂର୍ବରୁ ଏଭଳି କିଛି ଘଟୁଥିବାର ଦେଖନ୍ତି, ସେତେବେଳେ ଏହା ନିଶ୍ଚିତ ଭାବରେ ଆପଣଙ୍କୁ ଚିନ୍ତା କରିବାକୁ ବାଧ୍ୟ କରେ।
#futureprediction

1 week ago | [YT] | 11,174

Satya Bhanja

ପବିତ୍ର ଶନିବାରରେ ଶନି ମହାରାଜାଙ୍କ ଦିବ୍ୟ ଦର୍ଶନ🙏

1 week ago | [YT] | 10,428

Satya Bhanja

ପଞ୍ଚସଖା ମାନଙ୍କ ମଧ୍ୟରୁ ଅନ୍ୟତମ ଅତିବଡ଼ି ଜଗନ୍ନାଥ ଦାସ ଙ୍କର ଦିବ୍ୟ ଦର୍ଶନ 🙏
#malikabachana #Panchsakha #satyabhanja

1 week ago | [YT] | 12,487