ଦର୍ଶକ ବନ୍ଧୁ ନମସ୍କାର, ଜୁହାର !
Kureful tv Channel ରେ ଆପଣଙ୍କୁ ସୁସ୍ଵାଗତ ଜଣାଉଛୁ।
Based on
'Rural Art And Agriculture Earning Support "
ଏହି ଚେନାଲ୍ ରେ ଆପଣ ଗ୍ରାମିଣ କଳା ଓ କୃଷି ସଂମ୍ପର୍କିତ ଭିଡିଓ ସବୁ ଦେଖିବାକୁ ପାଇବେ । କୃଷି ଓ କୃଷକର ବିକାଶ ପାଇଁ ଆମର ଏକ କ୍ଷୁଦ୍ର ପ୍ରୟାସ ଜାରି ରହିଥିବା ହେତୁ, ଚାଷ ର ନୂଆଁ ଟ୍ରିକ୍, ନୂଆ କୌଶଳ, ଚାଷୀ ର ଗୀତ କାହାଣୀ,ହଳିଆ ଗୀତ, ଚାଷ ପ୍ରଣାଳୀ, ଚାଷ ର ରୋଗ ପୋକ ଉପଚାର, ବିଶେଷଜ୍ଞ ମାନଙ୍କ କଥା, ସମସ୍ତ ଚାଷ ର ଭିଡିଓ ଏଥିରେ ଅପଲୋଡ୍ କରାଯାଉଛି । ଆଶା ଆପଣମାନେ କିଛି ଶିଖି କାର୍ଯ୍ୟ ରେ ଲଗାଇ ପାରିବେ ।
ଦର୍ଶକ ବନ୍ଧୁ !
ଯଦି ଆପଣଙ୍କ ପାଖରେ ଚାଷ ସଂମ୍ପର୍କିତ କୌଣସି ଭିଡିଓ ଅଛି (ଧାନ,ଗାଈ,ମାଛ, ପନିପରିବା... ସବୁ ଚାଷ) ଏବଂ ଆପଣ ଆମ କୁରେଫୁଲ୍ ଟିଭି ଚ୍ୟାନେଲ ରେ ଛାଡ଼ିବାକୁ ଚାହୁଁଛନ୍ତି ତେବେ ଦୟାକରି ଆମ ସହିତ ଯୋଗାଯୋଗ କରନ୍ତୁ।
ଆମ ନମ୍ବର-9853256754
Email - kirtandeep46@gmail.com

ଆମ ଚେନାଲ୍ ପେଜ୍ କୁ ଭିଜିଟ୍ କରିଥିବାରୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ।


Kureful tv

ଅର୍ଣ୍ଣବ ବାତ୍ୟା ରେ ଓଡ଼ିଶା ର କେଉଁ ଅଞ୍ଚଳରେ ଅଧିକ ବର୍ଷା ହୋଇଅଛି,

4 days ago | [YT] | 22

Kureful tv

ଅର୍ଣ୍ଣବ, ବାତ୍ୟା ଆଗରୁ, ବାତ୍ୟା ସଂପର୍କରେ ସୋନପୁର ଜିଲ୍ଲା ପାଇଁ, ଜନସାଧାରଣଙ୍କ ଅବଗତି ନିମନ୍ତେ, ଫୋନ୍ ନମ୍ୱର୍ ଘୋଷଣା କରାଯାଇଛି, ଆବଶ୍ୟକ ସ୍ଥଳେ ଯୋଗାଯୋଗ କରନ୍ତୁ।

5 days ago | [YT] | 3

Kureful tv

ଏବେ ଧାନ ରେ କେଉଁ ପୋକ ଅଧିକ ଲାଗୁଛି

1 month ago | [YT] | 78

Kureful tv

2026 ଅଗଷ୍ଟ 3 ତାରିଖରେ, କେଉଁ ନକ୍ଷତ୍ର ସୌର ମଣ୍ଡଳ ରେ ଲାଗିବାକୁ ଯାଉଛି, ଯାହା ବର୍ଷା ପାଇଁ ଓ ଧାନ ମନ୍ଦା ଵସା ପାଇଁ ପରିଚିତ।

2 months ago | [YT] | 28

Kureful tv

ଧାନ ପହ୍ଲା କେତେ ଦିନ ହେଲେ,ରୋଇଵା କଥା

3 months ago | [YT] | 81

Kureful tv

ପହ୍ଲା ପକା ଲାଷ୍ଟ୍ ଡେଟ୍ କେତେ ଜାଣିଛନ୍ତି କି ?

3 months ago | [YT] | 26

Kureful tv

ବର୍ଷା ହେବା ଆଗରୁ କେଉଁ ପ୍ରାଣୀ ପ୍ରଥମେ ଜାଣିପାରେ ।

3 months ago | [YT] | 38

Kureful tv

କେଉଁଟି ଧାନ ବୁଣିବା ର ପ୍ରକୃତ ସମୟ -

4 months ago | [YT] | 66

Kureful tv

କେଉଁ ଵ୍ରାଣ୍ଡ୍ ର ଧାନ ଅଧିକ ଆୟ ହୋଇଥାଏ

5 months ago | [YT] | 67

Kureful tv

https://youtu.be/Ue15sHSlKxo
ଏହି ଲିଙ୍କ୍ କୁ କ୍ଲିକ କରି ଦେଖନ୍ତୁ, ଚାଷୀ ର ପ୍ରମାଣ ସହ, ବଙ୍ଗ ବନ୍ଧୁ ଧାନ ର କମାଲ୍।

5 months ago | [YT] | 55