ଭୁବନେଶ୍ୱରରେ ଅଫିସ ନାହିଁ । ଭୁବନେଶ୍ୱରରେ ଅଫିସ କରିବାକୁ ଇଚ୍ଛା ମଧ୍ୟ ନାହିଁ । ଗାଁ ରେ ରହି ଲୋକଙ୍କ ପାଇଁ ଲଢ଼େଇ କରି ହେବ । ୨୦୨୧ ସାଧାରଣତନ୍ତ୍ର ଦିବସରୁ ଏହି ଲଢ଼େଇର ଭିତ୍ତପ୍ରସ୍ତର ମଧ୍ୟ ପଡ଼ିଛି । କାରଣ ସାଧାରଣ ଲୋକ ହିଁ ସାଧାରଣ ଲୋକ ପାଇଁ ଲଢ଼େଇ କରିପାରିବ । ଏ ବିଶ୍ୱାସ ଆମର ଅଛି । ଆମେ ଚାହୁଁ ଆମ ପ୍ରଶ୍ୱାସରେ ଭେଜାଲ ଅମ୍ଳଜାନ ନ ଯାଉ । ଜୀବନ ବଞ୍ଚୁ ଜୀବିକା ବି ବଞ୍ଚୁ । କାରଖାନା ହେଉ, ପରିବେଶ ପ୍ରଦୂଷିତ ନ ହେଉ । ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ ସମସ୍ତଙ୍କୁ ନିଶୁଳ୍କ ରେ ଯୋଗାଇ ଦିଆଯାଉ । ଗରିବୀ ପାଖରେ ବ୍ୟବସ୍ଥା ପହଞ୍ଚୁ । ରୋଜଗାର ବି ପ୍ରତି ପରିବାରକୁ ଦିଆଯାଉ । କୃଷି ଓ କୃଷକ ଶିଖରରେ ପହଞ୍ଚୁ । ମହିଳା ସ୍ବାବଲମ୍ବୀ ହୁଅନ୍ତୁ । ଏ ସବୁ ଆମେ ଚାହୁଁ, ଏ ଲଢ଼େଇ ଅନେକ ଦିନରୁ ଚାଲିଛି କେଉଁଠି ନା କେଉଁଠି ଆମେ ଏ ଲଢ଼େଇ ରେ ସାମିଲ ଥିଲୁ ରହିବୁ ମଧ୍ୟ । ଆପଣଙ୍କ ଆଶୀର୍ବାଦ ଆମକୁ ପ୍ରେରଣା ଦେବ, ନୂଆ ଶିଖରରେ ପହଞ୍ଚାଇବ । ଏହା ଆମର ଦୃଢ଼ ବିଶ୍ୱାସ । ଆମେ ଏହି ଚ୍ୟାନେଲ ଜରିଆରେ ଏସବୁ ସମସ୍ୟାର ସମାଧାନ ପାଇଁ ଲଢ଼େଇ କରୁଥିଲୁ ଆଗକୁ ମଧ୍ୟ କରିବୁ । ଏହା ସହ ରାଜନୀତି, କ୍ରୀଡା, ମନୋରଞ୍ଜନ, ଶିକ୍ଷା, ସ୍ବାସ୍ଥ୍ୟ ସହ କିଛି ଶିକ୍ଷଣୀୟ ଭିଡ଼ିଓ ଆପଣ ଏହି ଚ୍ୟାନେଲ ରେ ପାଇ ପାରିବେ ।
For Brand Collab: themediatalkofficial@gmail.com


The Mediatalk

୧. ହିଞ୍ଜିଳି ର ବିଧାୟକ ଭାବେ ନବୀନଙ୍କୁ ଆପଣ ୧୦ ମାର୍କ ରୁ କେତେ ଦେବେ ? 😟
୨. ନବୀନ ହିଞ୍ଜିଳି ର ବିଧାୟକ ଭାବେ ନିର୍ବାଚନ ମଣ୍ଡଳୀ କଥା ବୁଝୁଛନ୍ତି ତ ? 😃
୩. ଏନେଇ ଆପଣଙ୍କ ମତାମତ କଣ ? 🥹

#OdishaBJP #BijuJanataDal #OdishaPolitics #hinjilikatu

12 hours ago | [YT] | 368

The Mediatalk

୧. ରାଜନୈତିକ ଦଳ ମାନେ ଓଡ଼ିଶା ବନ୍ଦ ଡାକରା ଦେବା ଉଚିତ କି ? 🥺
୨. ସବୁ କଥା ରେ କଣ ଓଡ଼ିଶା କୁ ବନ୍ଦ କରିବା ଉଚିତ କି ? 🥹
୩. କଣ ଓଡ଼ିଶା ବନ୍ଦ କଲେ ସମସ୍ୟା ର ସମାଧାନ ହେବ ବୋଲି ଆପଣ ଭାବୁଛନ୍ତି ? 😃
୪. ଏନେଇ ଆପଣଙ୍କ ମତାମତ କଣ ? 😟

#OdishaBJP #BijuJanataDal #Congress #OdishaPolitics

20 hours ago | [YT] | 693

The Mediatalk

୧. କେନ୍ଦ୍ର ମନ୍ତ୍ରୀମଣ୍ଡଳ ର ନୂତନ ତାଲିକା ରୁ ବାଦ ପଡ଼ିବେ କି ଅପରାଜିତା ? 🥹
୨. ଏନେଇ ଆପଣଙ୍କ ମତାମତ କଣ ? 🥺

#OdishaBJP #BijuJanataDal #NarendraModi #MP

1 day ago | [YT] | 303

The Mediatalk

୧. ପାରାଦୀପ ବିଧାୟକ ସମ୍ପଦ ପୁଣି ଆଗମୀ ନିର୍ବାଚନ ରେ ବାଜି ମାରିବେ କି ? 😀
୨. ପାରାଦୀପ ରେ କଥାକଥିତ ବିଜେଡ଼ି ଗଡ଼ କୁ ପୁଣି ଭାଙ୍ଗିବେ କି ସମ୍ପଦ ? 🥹
୩. ଏନେଇ ଆପଣଙ୍କ ମତାମତ କଣ ? 😃

#OdishaBJP #BijuJanataDal #OdishaPolitics #MLA

1 day ago | [YT] | 51

The Mediatalk

୧. ଧର୍ମଶାଳା ରୁ କେବେ ଗିରଫ ହେବେ ବେଆଇନ ଲଘୁ ଖଣିଜ ମାଫିଆ ? 😟
୨. ନିର୍ବାଚନ ପୂର୍ବରୁ ପ୍ରତିଶୃତି ଦେଇଥିଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ! 😃
୩. କଣ ସତରେ ହିମାଂଶୁ ଲଘୁ ଖଣିଜ ମାଫିଆଙ୍କୁ ବାନ୍ଧି ପାରିବେ ? 🥹
୪. ଏନେଇ ଆପଣଙ୍କ ମତାମତ କଣ ? 😀

#OdishaBJP #BijuJanataDal #OdishaPolitics #Himanshusekharsahoo

2 days ago | [YT] | 222

The Mediatalk

୧. ଜଣେ ମନ୍ତ୍ରୀ ଭାବରେ ଆପଣ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ୧୦ ରୁ କେତେ ମାର୍କ ଦେବେ ? 🥹
୨. କଣ କୃଷ୍ଣଚନ୍ଦ୍ର ଯୋଗାଣ ବିଭାଗ କୁ ଠିକ ଓ ଜନ ହିତରେ ଚଳାଉଛନ୍ତି ? 😃
୩. ଏନେଇ ଆପଣଙ୍କ ମତାମତ କଣ ? 😟

#OdishaBJP #MohanMajhi #KrushnaChandraPatra #NarendraModi

2 days ago | [YT] | 119

The Mediatalk

୧. ୨୦୨୯ ନିର୍ବାଚନ ରେ ସୁନ୍ଦରଗଡ଼ ରୁ ବିଜେପି ର ସାଂସଦ ପ୍ରାର୍ଥୀ ହେବେ କି ଦିଲ୍ଲୀପ ରାୟ ? 🥺
୨. ଜୁଏଲ ଓରାମଙ୍କ ଜାଗାରେ ଦିଲ୍ଲୀପଙ୍କୁ ଟିକେଟ ଦେବ କି ବିଜେପି ? 😟
୩. ଜୁଏଲ ବିବାଦ ରେ ଥିବା ବେଳେ ତାଙ୍କ ଜାଗାରେ ନୂଆ ଚେହେରା ଦିଲ୍ଲୀପଙ୍କୁ ବିଜେପି କରିବ କି ସାଂସଦ ପ୍ରାର୍ଥୀ ? 😃
୪. ଏନେଇ ଆପଣଙ୍କ ମତାମତ କଣ ? 🥹

#OdishaBJP #BijuJanataDal #OdishaPolitics #JuelOram

3 days ago | [YT] | 77

The Mediatalk

୧. ଆଗାମୀ ପଞ୍ଚାୟତ ନିର୍ବାଚନରେ ଚାନ୍ଦବାଲି ରେ ବ୍ୟୋମକେଶଙ୍କ ନେତୃତ୍ୱ ରେ ବିଜେଡ଼ି ଜିତି ପାରିବ ତ ? 😃
୨. ନା ବିଜେପି ରାଜ୍ୟ ସଭାପତି ଚାନ୍ଦବାଲି ରେ ବିଜେପି ର ଅଧିକ ପ୍ରତିନିଧି ଜିତାଇବେ ? 🥺
୩. ଏନେଇ ଆପଣଙ୍କ ମତାମତ କଣ ? 😟

#OdishaBJP #BijuJanataDal #OdishaPolitics #ManmohanSamal

3 days ago | [YT] | 243

The Mediatalk

୧. କଟକ ବାରବାଟୀ ରେ କାହାର ଲୋକପ୍ରିୟତା ଅଧିକ ? 🥺
୨. ଦେବାଶିଷ ସାମନ୍ତରାୟ ନା ସୋଫିଆ ଫିର୍ଦ୍ଦୋସ କାହାର ଲୋକପ୍ରିୟତା ଅଧିକ ? 😟
୩. ଏନେଇ ଆପଣଙ୍କ ମତାମତ କଣ ? 😃

#OdishaBJP #Congress #BijuJanataDal #OdishaPolitics

4 days ago | [YT] | 232

The Mediatalk

୧. ଆପଣଙ୍କ ହିସାବ ରେ କଣ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ମୋଦୀ ? 😃
୨. ନା ଏଥର ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ସବୁ ଓଲଟ ପାଲଟ କରି ଦେବେ ? 😟
୩. ଏନେଇ ଆପଣଙ୍କ ମତାମତ କଣ ? 🥺

#Congress #RahulGandhi #BJP4IND #NarendraModi

4 days ago | [YT] | 392