ଧୋବଲା ଗାଇର ଧଳା ବାଛୁରୀ 🐄 | ଓଡ଼ିଆ ଗାଁର ମଜାଦାର ଦୃଶ୍ୟ | Odia Village Life #shorts

Watch on YouTube (Embed)

Switch Invidious Instance

Show annotations

306

0

Genre: Music

License: Standard YouTube license

Family friendly? Yes

Shared August 31, 2026

ପ୍ରାୟ ୧୦ ବର୍ଷ ତଳେ ବାବୁଲି ଭାଇ ଏହି ଗୀତଟି ଲେଖିଥିଲେ, ଟିକି ଅପାଙ୍କ(ଢେଙ୍କାନାଳ) ଦ୍ଵାରା ପୁନରୁଦ୍ଧାର ହୋଇ ଦିବ୍ୟ ଗୀତମାଳା YouTube Channel ଦ୍ଵାରା ପ୍ରସ୍ତୁତ କରା ଯାଇଛି। ଭିଡିଓ ଦେଖିବା ପରେ ନିଜ ମତାମତ ନିଶ୍ଚୟ ଜଣାଇବେ 🙏🏻🌺 ନୂଆ ସକାଳ ବହି - ଭାଗ ୪ 🌾 ଆମ ଓଡ଼ିଆ ଗାଁର ସରଳ ଓ ସୁନ୍ଦର ଜୀବନର କିଛି ମନୋହର ଦୃଶ୍ୟ… 🐄🐮🦎 ଧଳା ବାଛୁରୀ ମାଆ ପେଟତଳେ ଘୁଷୁରିବା, ଗଉଡ଼ ଭାଇକୁ ଅପେକ୍ଷା କରୁଥିବା ଗାଈ, ବାଡ଼ ମୂଳରେ ଧାଇଁ ଯାଉଥିବା ନେଉଳ, ଲମ୍ବା ଲାଙ୍ଗୁଡ଼ ହଲାଉଥିବା ଏଣ୍ଡୁଅ ଆଉ ଫୁଲ ବଗିଚାରେ ଭଅଁରର ମନୋହର ଭୁଁ ଭୁଁ ଶବ୍ଦ… 🌺🐝 ଏହି ଭିଡିଓଟି ଆମ ଗାଁ ଜୀବନର ସରଳତା, ପ୍ରକୃତି ଓ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଦେବ। ❤️🌾 ଭଲ ଲାଗିଲେ Like 👍 | Share 🔄 | Subscribe ❤️ #Odia #OdiaSong #OdiaVillage #VillageLife #OdiaShorts #VillageLifeShorts #IndianVillage #RuralLife #OdiaCulture #VillageAnimals #CowAndCalf #OdiaViral #Shorts #YouTubeShorts #ViralShorts