ଭାରତର ଚତୁର୍ଥ ସ୍ତମ୍ବ ହେଉଛି ଗଣମାଧ୍ୟମ। ତେବେ ବର୍ତ୍ତମାନ କେତେକ ରାଜନେତା ଓ ପୁଞ୍ଜିପତିଙ୍କ ପାଇଁ ଗଣମାଧ୍ୟମ କଳୁଷିତ ଓ କଳଙ୍କିତ। କାରଣ ଗଣତନ୍ତ୍ରର ହତ୍ୟାକାରୀ ମାନଙ୍କ ହାତରେ ଭାରତର ଶାସନ କଳ। ତେବେ ସେମାନଙ୍କ ଭ୍ରଷ୍ଟାଚାର, ଦୁର୍ନୀତି ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଏକମାତ୍ର ମାଧ୍ୟମ ହେଉଛି ଗଣମାଧ୍ୟମ, କିନ୍ତୁ କିଛି ଅଣସାମ୍ବାଦିକ ଓ ଅନେକ ସଖିକଣ୍ଢେଇ ଗଣମାଧ୍ୟମ ସଂସ୍ଥାର ମାଲିକମାନେ ସାଜିଛନ୍ତି ସେମାନଙ୍କ ହାତ ବାରିଶୀ। ପ୍ରତି ମୁହୂର୍ତ୍ତରେ ପ୍ରସାରିତ ଅନେକ ଖବର ଭିତରେ ନା ଅଛି ସତ୍ୟତା, ବାସ୍ତବତା ନା ନିରପେକ୍ଷତା । ଆଜିର ଗଣମାଧ୍ୟମ ମୁକ୍ତ ବା ସ୍ଵାଧୀନ ନୁହେଁ। ତେଣୁ ଦୁରାଚାରୀ ଓ ଅତ୍ୟାଚାରୀ ମାନଙ୍କ କବଳରୁ ଚତୁର୍ଥ ସ୍ତମ୍ବକୁ ମୁକୁଳାଇବା ପାଇଁ ସତ୍ୟର ସନ୍ଧାନ କରିବା ଉଦେଶ୍ୟରେ ପାଦ ବଢ଼ାଇବାକୁ ଏକ ଛୋଟ ପ୍ରୟାସ ଆରମ୍ଭ କରୁଛୁ। "କର୍ତ୍ତବ୍ୟ ନ୍ୟୁଜ୍" ତାର ଶୈଶବ ଅବସ୍ଥାରେ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଶିଖିବା ଆରମ୍ଭ କଲା । ଏବେ ସବୁ କିଛି ଆପଣ ମାନଙ୍କ ହାତରେ । ଜନତା ଜନାର୍ଦଦନ ହିଁ ସର୍ବେସର୍ବା। ଏବେ ଆପଣ ମାନେ ହିଁ ଆମର ସାହା ଭରସା । ଆପଣ ମାନେ ଆମ ସହିତ ମିଶିଗଲେ, ଆମେ ଆପଣଙ୍କ ବଳରେ ସାରା ଓଡ଼ିଶାରେ ଘଟି ଆସୁଥିବା ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିପାରିବୁ। ଏବେ ଆପଣ ମାନଙ୍କ ଆଶୀର୍ବାଦ ଓ ଭଲପାଇବା ଅପେକ୍ଷାରେ ରହିଲୁ 🙏 ❤️❤️❤️🙏😊 #KartavyaNews
KARTAVYA NEWS
https://youtu.be/7KfmY_GT004
20 hours ago | [YT] | 2
View 0 replies
KARTAVYA NEWS
https://youtu.be/2OBA7ajsNqM
1 day ago | [YT] | 4
View 0 replies
KARTAVYA NEWS
https://youtu.be/xivuj4dOqoM
1 day ago | [YT] | 0
View 0 replies
KARTAVYA NEWS
https://youtu.be/cHh82Kps0yk
1 day ago | [YT] | 0
View 0 replies
KARTAVYA NEWS
https://youtu.be/6iuoM_2ewYg
1 day ago | [YT] | 0
View 0 replies
KARTAVYA NEWS
https://youtu.be/_D0GH4bqDgw
1 day ago | [YT] | 0
View 0 replies
KARTAVYA NEWS
https://youtu.be/ifz9vJr0HOQ
2 days ago | [YT] | 4
View 0 replies
KARTAVYA NEWS
https://youtu.be/ifz9vJr0HOQ
2 days ago | [YT] | 2
View 0 replies
KARTAVYA NEWS
https://youtu.be/86IR2BEQ_G0
2 days ago | [YT] | 0
View 0 replies
KARTAVYA NEWS
https://youtu.be/UU4brE5ihEI
2 days ago (edited) | [YT] | 0
View 0 replies
Load more