ଭାରତର ଚତୁର୍ଥ ସ୍ତମ୍ବ ହେଉଛି ଗଣମାଧ୍ୟମ। ତେବେ ବର୍ତ୍ତମାନ କେତେକ ରାଜନେତା ଓ ପୁଞ୍ଜିପତିଙ୍କ ପାଇଁ ଗଣମାଧ୍ୟମ କଳୁଷିତ ଓ କଳଙ୍କିତ। କାରଣ ଗଣତନ୍ତ୍ରର ହତ୍ୟାକାରୀ ମାନଙ୍କ ହାତରେ ଭାରତର ଶାସନ କଳ। ତେବେ ସେମାନଙ୍କ ଭ୍ରଷ୍ଟାଚାର, ଦୁର୍ନୀତି ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଏକମାତ୍ର ମାଧ୍ୟମ ହେଉଛି ଗଣମାଧ୍ୟମ, କିନ୍ତୁ କିଛି ଅଣସାମ୍ବାଦିକ ଓ ଅନେକ ସଖିକଣ୍ଢେଇ ଗଣମାଧ୍ୟମ ସଂସ୍ଥାର ମାଲିକମାନେ ସାଜିଛନ୍ତି ସେମାନଙ୍କ ହାତ ବାରିଶୀ। ପ୍ରତି ମୁହୂର୍ତ୍ତରେ ପ୍ରସାରିତ ଅନେକ ଖବର ଭିତରେ ନା ଅଛି ସତ୍ୟତା, ବାସ୍ତବତା ନା ନିରପେକ୍ଷତା । ଆଜିର ଗଣମାଧ୍ୟମ ମୁକ୍ତ ବା ସ୍ଵାଧୀନ ନୁହେଁ। ତେଣୁ ଦୁରାଚାରୀ ଓ ଅତ୍ୟାଚାରୀ ମାନଙ୍କ କବଳରୁ ଚତୁର୍ଥ ସ୍ତମ୍ବକୁ ମୁକୁଳାଇବା ପାଇଁ ସତ୍ୟର ସନ୍ଧାନ କରିବା ଉଦେଶ୍ୟରେ ପାଦ ବଢ଼ାଇବାକୁ ଏକ ଛୋଟ ପ୍ରୟାସ ଆରମ୍ଭ କରୁଛୁ। "କର୍ତ୍ତବ୍ୟ ନ୍ୟୁଜ୍" ତାର ଶୈଶବ ଅବସ୍ଥାରେ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଶିଖିବା ଆରମ୍ଭ କଲା । ଏବେ ସବୁ କିଛି ଆପଣ ମାନଙ୍କ ହାତରେ । ଜନତା ଜନାର୍ଦଦନ ହିଁ ସର୍ବେସର୍ବା। ଏବେ ଆପଣ ମାନେ ହିଁ ଆମର ସାହା ଭରସା । ଆପଣ ମାନେ ଆମ ସହିତ ମିଶିଗଲେ, ଆମେ ଆପଣଙ୍କ ବଳରେ ସାରା ଓଡ଼ିଶାରେ ଘଟି ଆସୁଥିବା ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିପାରିବୁ। ଏବେ ଆପଣ ମାନଙ୍କ ଆଶୀର୍ବାଦ ଓ ଭଲପାଇବା ଅପେକ୍ଷାରେ ରହିଲୁ 🙏 ❤️❤️❤️🙏😊 #KartavyaNews
Shared 10 hours ago
507 views
ପ୍ରଶାନ୍ତଙ୍କ ପାଇଁ ଅଡୁଆରେ ମୋହନଙ୍କ ମନ୍ତ୍ରୀ!/ ଧରା ପଡ଼ିଗଲା ମହା ଦୁର୍ନୀତି ଫଶିଗଲେ BJD ବିଧାୟକ!/ Kartavya News
Shared 11 hours ago
6.1K views
୩୦ ଦିନ ପାଇଁ ବଦନାମ୍ ହେଲେ ମୋଦି!/ BJPକୁ ପାଣି ଢ଼ାଳି ପୁରା ଲିଭାଇ ଦେଲେ ଅରୁଣ ସାହୁ!/ Arun Sahoo Fired On BJP!
Shared 17 hours ago
20K views
Shared 20 hours ago
5.6K views
Shared 1 day ago
14K views
Shared 1 day ago
2.8K views
Shared 1 day ago
3.3K views
Shared 1 day ago
19K views
Shared 2 days ago
15K views
Shared 2 days ago
19K views
Shared 2 days ago
27K views
Shared 2 days ago
5.5K views
Shared 2 days ago
1.5K views
ମୋବାଇଲ୍ ପେ ଟଙ୍କା ପାଇଁ ଚାନ୍ଦା ନେବ ବିଜେପି କମ୍ପାନୀ!/Sanjay Singh Exposed Pm Modi -Trump!/ Kartavya News
Shared 3 days ago
5.3K views
Shared 3 days ago
10K views
Shared 4 days ago
1.8K views
Shared 4 days ago
9.9K views
Shared 4 days ago
1.6K views
ଓଡ଼ିଶା ଟଙ୍କାରେ ଗୁଜୁରାଟି ଆନନ୍ଦ!/ ୩ ସାଂସଦଙ୍କ ପାଇଁ ଭାଙ୍ଗିବ ରାଜ୍ୟ ବିଜେପି!/ BJP MP may Destroy State BJP!
Shared 4 days ago
39K views
Shared 4 days ago
9.9K views
ସୁପର ହିଟ୍ ବିଜେପି ନାଟକ ଫେଲ୍!/ ପ୍ଲାନ୍ କରୁଛନ୍ତି ଧର୍ମେନ୍ଦ୍ର, ଝାଉଁଳି ଗଲେଣି ମୋହନ!/ Mohan Majhi in Tension!
Shared 5 days ago
7.1K views
Shared 5 days ago
22K views
ଭଙ୍ଗା ମାଠିଆରେ ରଙ୍ଗ ମାରି ନିମାପଡ଼ା ଲୁଟୁଛି ଠିକାଦାର!/ Public Exposed Nimapada BJP Contractor & Prabhati!
Shared 5 days ago
10K views
Shared 6 days ago
5.2K views
ଧୂଳି ଧୂଆଁରେ ହନ୍ତସନ୍ତ ରାଜ୍ୟବାସୀ!/ ବିଦେଶରେ ମଉଜ କରୁଛନ୍ତି ମୁଖ୍ୟମନ୍ତ୍ରୀ!/ Sulata Deo Exposed Mohan Majhi!
Shared 6 days ago
1.8K views
ହଠାତ୍ ଆସିଲା ବଢ଼ିଆ ଖୁସି ଖବର!/ ଧର୍ମେନ୍ଦ୍ର ବାବୁଙ୍କ ବଡ଼ ଘୋଷଣା ମହିଳାଙ୍କୁ ମିଳିବ ହଜାର ଟଙ୍କା!/ Kartavya News
Shared 6 days ago
40K views
Shared 1 week ago
12K views
Shared 1 week ago
1.7K views
Shared 1 week ago
2.6K views
Shared 1 week ago
4.9K views
କେଭିଙ୍କ ପାଇଁ ହଟହଟା ହେଲେ ମୋହନ!/ ଚାଷୀଙ୍କ ପାଇଁ BJP କୁ କୁଟିଦେଲେ ସୁରେଶ୍ ପଣ୍ଡା!/ Suresh Panda Exposed BJP!
Shared 1 week ago
6.3K views
Shared 1 week ago
1.4K views
Shared 1 week ago
131K views
କେଭିଙ୍କ ପାଇଁ ହଟହଟା ହେଲେ ମୋହନ!/ ଚାଷୀଙ୍କ ପାଇଁ ବିଜେପିକୁ କୁଟିଦେଲେ ସୁରେଶ୍ ପଣ୍ଡା!/ Arun Sahoo Exposed BJP!
Shared 1 week ago
7.4K views
ଧର୍ମେନ୍ଦ୍ର କହିଲେ ଓଡ଼ିଶାରେ ମଦ ବନ୍ଦ୍!/ Dharmendra Pradhan's Alcohol Free Odisha Speech!/ Kartavya News
Shared 1 week ago
39K views
Shared 1 week ago
2.7K views
ଧମକ୍ ଦେଲେ ବିଧାୟକ! / ବାବୁଙ୍କ ନାଲି ଆଖିରେ ଶବ୍ଦ ଲଙ୍କା ଦଳିଦେଲେ ସୁରେଶ୍ ପଣ୍ଡା! / Suresh Panda fired on BJP!
Shared 1 week ago
5.9K views
Shared 1 week ago
5.4K views
ଗେମ୍ ଖେଳୁଛନ୍ତି ମୋଦୀ-ଶାହା!/ ଓଡ଼ିଆ ଅସ୍ମିତା ନାଁରେ ଚାଲିଛି ଗୁଜୁରାଟୀ ଅସ୍ମିତା ଶାସନ!/ Congress Exposed BJP!
Shared 1 week ago
3.8K views
Shared 1 week ago
1.9K views
Shared 1 week ago
23K views
ଧରା ପଡ଼ିଗଲେ ଅଶ୍ଵିନୀ ଓ ପ୍ରଭାକରନଙ୍କ ସହ ୭ ଜଣ!/ ଗଛ ଲଗେଇଥିଲା ବିଜେଡ଼ି, ଖଣି ଫଳ ଖାଉଛି ବିଜେପି!/ Kartavya News
Shared 1 week ago
5.8K views
Shared 1 week ago
11K views
Shared 1 week ago
508 views
ଜେସିବି ଲୁଟ୍ ପାଇଁ ୫ ଲକ୍ଷ ଲାଞ୍ଚ!/ ହାଇକୋର୍ଟରେ ସାମ୍ବାଦିକ, ଜେଲ୍ ଯିବେ ପୋଲିସ!/ Suresh Panda Exposed Police!
Shared 1 week ago
48K views
ଆଦାନୀ ଷଡ଼ଯନ୍ତ୍ରରେ ଫଶିଗଲେ ମୋହନ!/ ଓଡ଼ିଶାକୁ ବିକିବା ପାଇଁ ଦୁବାଇରେ ପ୍ଲାନ୍!/ Opposition Exposed Adani, BJP!
Shared 1 week ago
102K views
Shared 1 week ago
29K views
Shared 1 week ago
1.5K views
Shared 1 week ago
2.9K views
Shared 1 week ago
790 views
Shared 1 week ago
23K views
ସବୁଠୁ ବଡ଼ କଣ୍ଟା ନବୀନ!/ ଖଣି ପଥର ଫିଙ୍ଗି କୁଟି ଦେଲେ ମନ୍ମଥ!/ Manmath Routray Fired On BJP!/ Kartavya News
Shared 1 week ago
3.1K views
Shared 1 week ago
35K views
କଟକର ବାବୁଆଣିଙ୍କ ପାଇଁ ବଦନାମ୍ ହେଲା ସରକାର!/ Suresh Panda Fired on CMC!/ Suresh Panda Exposed BJP Govt.!
Shared 1 week ago
11K views
ଜଲ୍ବାଦ୍ BJP ପାଇଁ ମରିବେ ଓଡିଶା ଲୋକ! / BJD Protest Against MMDR Bill! / Monalisa Exposed BJP MMDR Scam!
Shared 1 week ago
4.4K views
Shared 1 week ago
50K views
Shared 1 week ago
17K views
ନିମାପଡ଼ା BJP ୨ ଫାଳ, ବିଦା ହେବେ ପ୍ରଭାତୀ!/ Samir Das Exposed Prabhati Parida!/ BJP Disturbance Exposed!
Shared 1 week ago
7.7K views
ନାବାଳିକାକୁ ଅତ୍ୟାଚାର ସହ ଘରେ ପଶି ଚୋରି କରି ବନ୍ଧା ହେବେ ପୋଲିସ!/ Suresh Panda Exposed Chari Chhaka Police!
Shared 1 week ago
25K views