Aikantika Bhakti

ହରେ କୃଷ୍ଣ!

ଶ୍ରୀଲ ପ୍ରଭୁପାଦଙ୍କ ଆଦେଶରେ ଶ୍ରୀଲ ଗୌର ଗୋବିନ୍ଦ ସ୍ୱାମୀ ମହାରାଜ ଓଡ଼ିଶାରେ ଶୁଦ୍ଧ ଭକ୍ତିର ବୀଜ ରୋପଣ କରିଥିଲେ। ତାଙ୍କର ଜୀବନ, ଦିବ୍ୟ ଲୀଳା, ଅମୂଲ୍ୟ ଶିକ୍ଷା ଏବଂ ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର ଅମୃତ ବାଣୀକୁ ସରଳ ଓଡ଼ିଆ ଭାଷାରେ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ହିଁ Aikantika Bhakti-ର ବିନମ୍ର ପ୍ରୟାସ।

ଏହି ଚ୍ୟାନେଲରେ ଆପଣ ଶ୍ରବଣ କରିବେ ଶ୍ରୀଲ ଗୌର ଗୋବିନ୍ଦ ସ୍ୱାମୀ ମହାରାଜଙ୍କ ସତ୍ୟ ଲୀଳା, ଶୁଦ୍ଧ ଭକ୍ତିର କଥା, ଶାସ୍ତ୍ରସମ୍ମତ ହରିକଥା ଏବଂ କୃଷ୍ଣଭାବନାମୃତର ପ୍ରେରଣାଦାୟକ ସନ୍ଦେଶ।

ଏହି ଚ୍ୟାନେଲରେ ପ୍ରକାଶିତ ମତାମତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଏବଂ କୌଣସି ସଂସ୍ଥାର ସରକାରୀ ମତାମତ ନୁହେଁ।

📧 Email: [achintyabhakti@gmail.com](mailto:achintyabhakti@gmail.com)
📺 YouTube: @AikantikaBhakti

ଗୁରୁ ଓ ଗୌରାଙ୍ଗଙ୍କ ସେବାରେ,
ଶ୍ରୀ ଗୁରୁ ହୃଦୟ ଦେବ ଦାସ



3:29

Shared 1 year ago

72 views