ନମସ୍କାର , ଜୟ ଜଗନ୍ନାଥ
ମୁଁ ସ୍ଵାଗତିକା((ପ୍ରିୟା),ଏବେ କିଛି ବର୍ଷ ହେଲା ପରିବାର ସହିତ ଆମେରିକା ରେ ରହୁଛି I ଏତେ ଦୂର ରେ ରହି ମଧ୍ୟ, ଏଇ ଚାନେଲ ମାଧ୍ୟମ ରେ ସବୁ ଓଡ଼ିଆ ଲୋକ ମାନଙ୍କ ସହିତ ଯୋଡି ହେବା ମୋର ଉଦେଶ୍ୟ I ଆମେରିକା ର ସଂସ୍କୃତି, ଜୀବନ ଶୈଳୀ, ବିଭିନ୍ନ ପର୍ବ ପର୍ବାଣି ବିଷୟରେ ଆପଣମାନେ ଏହି ଚାନେଲ ରେ ଦେଖିପାରିବେ I ଆମେରିକା ଗୋଟେ ବହୁତ ସୁନ୍ଦର ଦେଶ , ଆଉ ମତେ ବୁଲିବାକୁ ବହୁତ ଭଲ ଲାଗେ I ତେଣୁ ଆପଣମାନଙ୍କୁ ବହୁତ ସୁନ୍ଦର ନୂଆ ନୂଆ ଜାଗା ସବୁ ବୁଲେଇକି ଦେଖେଇବି I ତା ସହିତ ନିଜ ଜୀବନର କିଛି ଅନୁଭୂତି ମଧ୍ୟ କହିବି I
ଆଶା କରୁଛି ଆପଣମାନଙ୍କୁ ଏହି ଚାନେଲ ଟି ନିଶ୍ଚୟ ଭଲ ଲାଗିବ ଏବଂ ଆମେ ଦେଖା ହେଉଥିବା ଭିଡ଼ିଓ ଗୁଡିକ ମାଧ୍ୟମରେ I
ଆପଣଙ୍କ ଦିନ ମଙ୍ଗଳମୟ ହେଉ I ଜୟ ଜଗନ୍ନାଥ
Follow me at
Facebook : www.facebook.com/iamswagdash
Instagram : @iamswagdash
For Paid Promotion: wa.me/message/5ATB3FRPC3JOM1
America ru Khati
Final episode Yellowstone: wildlife Special vlog
https://youtu.be/Mt4CbpChQYQ
10 hours ago | [YT] | 1
View 0 replies
America ru Khati
ପବିତ୍ର ବିଜୟାଦଶମୀର ଅନେକ ଅନେକ ଶୁଭେଚ୍ଛା! 🙏
ଏହି ଦଶହରାରେ ଅସତ୍ୟ ଓ ଅନ୍ୟାୟର ବିନାଶ ହେଉ ଏବଂ ଆପଣଙ୍କ ଜୀବନରେ ସତ୍ୟ ଓ ନ୍ୟାୟର ବିଜୟ ହେଉ। ଆପଣ ଓ ଆପଣଙ୍କ ପରିବାର ସୁଖ, ସ୍ୱାସ୍ଥ୍ୟ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହୁଅନ୍ତୁ। ଜୀବନର ପ୍ରତ୍ୟେକ ଆହ୍ୱାନକୁ ସାହସର ସହିତ ସାମ୍ନା କରି ବିଜୟ ହାସଲ କରିବାର ଶକ୍ତି ମିଳୁ।
1 week ago | [YT] | 203
View 9 replies
America ru Khati
https://youtu.be/M3VhO-wpcbk?is=pCt5g... finally asigala
1 week ago | [YT] | 7
View 0 replies
America ru Khati
https://youtu.be/ajlNbSuF-6c?is=L4MWJ...
New long video asijaichi ❤️
3 weeks ago | [YT] | 1
View 0 replies
America ru Khati
New video asijaichi
https://youtu.be/NFl1rwA7lB0?is=Z9xWJ...
1 month ago | [YT] | 9
View 0 replies
America ru Khati
Healthy snack ideas New video
https://youtu.be/WrK0dmZCopw
1 month ago | [YT] | 5
View 0 replies
America ru Khati
ଓଁ ଗଂ ଗଣପତ ୟେ ନମଃ 🙏🏼🙏🏼🙏🏼
Ganesh puja ra anek subheccha 🙏🏼
1 month ago | [YT] | 41
View 2 replies
America ru Khati
ପାଚିଲା ପଣସର ବାସ୍ନା ପସନ୍ଦ ନୁହେଁ, ହେଲେ କଞ୍ଚା ପନସ ତରକାରୀ ଆଗରେ ନନ୍-ଭେଜ୍ ବି ଫିକା , na kana kahuchanti ??
https://youtu.be/UTo3u5nAMvk
1 month ago | [YT] | 5
View 0 replies
America ru Khati
ହୃଦୟ କନ୍ଦରେ , ରତ୍ନ ସିଂହାସନେ,
ଝୁଲୁଛି ମୋ କାହ୍ନା, ପ୍ରଦୀପ ଗହଣେ ll
ଘରେ ଘରେ ଆଜି ତୁମ ପ୍ରେମ ଆଗମନ,
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ହାର୍ଦ୍ଦିକ ଅଭିନନ୍ଦନ ll
ସମସ୍ତଙ୍କୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଶୁଭେଚ୍ଛା ଓ ଶୁଭକାମନା🙏🏼
#janmastami #kanha #srikrishna
1 month ago | [YT] | 115
View 2 replies
America ru Khati
ସ୍ବାଧୀନତା ଦିବସ 🇮🇳 ଅବସରରେ ଅନେକ ଆନ୍ତରିକ ଶୁଭେଚ୍ଛା ସହ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ଭାରତମାତା କି ଜୟ।🌹🇮🇳🌹🙏
2 months ago | [YT] | 206
View 6 replies
Load more