ନମସ୍କାର , ଜୟ ଜଗନ୍ନାଥ
ମୁଁ ସ୍ଵାଗତିକା((ପ୍ରିୟା),ଏବେ କିଛି ବର୍ଷ ହେଲା ପରିବାର ସହିତ ଆମେରିକା ରେ ରହୁଛି I ଏତେ ଦୂର ରେ ରହି ମଧ୍ୟ, ଏଇ ଚାନେଲ ମାଧ୍ୟମ ରେ ସବୁ ଓଡ଼ିଆ ଲୋକ ମାନଙ୍କ ସହିତ ଯୋଡି ହେବା ମୋର ଉଦେଶ୍ୟ I ଆମେରିକା ର ସଂସ୍କୃତି, ଜୀବନ ଶୈଳୀ, ବିଭିନ୍ନ ପର୍ବ ପର୍ବାଣି ବିଷୟରେ ଆପଣମାନେ ଏହି ଚାନେଲ ରେ ଦେଖିପାରିବେ I ଆମେରିକା ଗୋଟେ ବହୁତ ସୁନ୍ଦର ଦେଶ , ଆଉ ମତେ ବୁଲିବାକୁ ବହୁତ ଭଲ ଲାଗେ I ତେଣୁ ଆପଣମାନଙ୍କୁ ବହୁତ ସୁନ୍ଦର ନୂଆ ନୂଆ ଜାଗା ସବୁ ବୁଲେଇକି ଦେଖେଇବି I ତା ସହିତ ନିଜ ଜୀବନର କିଛି ଅନୁଭୂତି ମଧ୍ୟ କହିବି I
ଆଶା କରୁଛି ଆପଣମାନଙ୍କୁ ଏହି ଚାନେଲ ଟି ନିଶ୍ଚୟ ଭଲ ଲାଗିବ ଏବଂ ଆମେ ଦେଖା ହେଉଥିବା ଭିଡ଼ିଓ ଗୁଡିକ ମାଧ୍ୟମରେ I
ଆପଣଙ୍କ ଦିନ ମଙ୍ଗଳମୟ ହେଉ I ଜୟ ଜଗନ୍ନାଥ
Follow me at
Facebook : www.facebook.com/iamswagdash
Instagram : @iamswagdash
For Paid Promotion: wa.me/message/5ATB3FRPC3JOM1
Shared 1 year ago
2.3K views
Valentine's Contest Info to enter - Pls watch to know rules|First time Live Contest|America ru Khati
Shared 3 years ago
4.4K views
Shared 3 years ago
6.3K views
Shared 4 years ago
9.9K views
Shared 4 years ago
9K views
Shared 4 years ago
12K views
Shared 5 years ago
12K views
Shared 5 years ago
8.9K views
Shared 5 years ago
16K views