ଜୟ ଜଗନ୍ନାଥ 🙏
ଆପଣମାନଙ୍କୁ "study with Dipa Das" ଚ୍ୟାନେଲ କୁ ସ୍ୱାଗତ। 🥰 ଏହି ଚ୍ୟାନେଲ ଟି ଓଡ଼ିଆ ଭାଷା ରେ ଗଣିତ ଶିଖିବା ପାଇଁ ଏକ ନିର୍ଦ୍ଧିଷ୍ଟ ମଞ୍ଚ। ଯେଉଁଠାରେ class 6 ରୁ ଆରମ୍ଭ କରି ଉଚ୍ଚ ଶ୍ରେଣୀ ଓ ପ୍ରତିଯଗିତା (competitive) ପରୀକ୍ଷା ପର୍ଯ୍ୟନ୍ତ ଅଧ୍ୟୟନ କରାଯାଏ।
ଏଠାରେ ଆପଣ ପାଇପାରିବେ:
1.ପାଠ୍ୟକ୍ରମ ଅନୁସାରେ ଗଣିତ ଅଧ୍ୟୟନ ର ବିସ୍ତୃତ ବ୍ୟାଖ୍ୟା।
2.ସମସ୍ୟା ସମାଧାନ ପ୍ରଣାଳୀ (problem solving)।
3.ଗଣିତ ଟ୍ରିକ୍ ଓ short trick
4. OSSC, CT, B. ED ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ବିଶେଷ ପ୍ରସ୍ତୁତି।
5.dout clearing video (Live/Recorded)
ଏହି ଚ୍ୟାନେଲ ଶିଶୁମାନଙ୍କ ପାଇଁ ନୁହେଁ। ଏହା class-6 ଓ ତାହାଠାରୁ ଉପର ଛାତ୍ରଛାତ୍ରୀ ମାନେ ଓ ଅଭିଭାବକ/ ଶିକ୍ଷକ ଙ୍କ ପାଇଁ ଉପଯୁକ୍ତ।
🔔ଦିୟାକରି ଚ୍ୟାନେଲଟିକୁ SUBSCRIBE କରନ୍ତୁ ଓ Bell Icon ଦବାନ୍ତୁ ଯାହାଦ୍ୱାରା ଆପଣ ପ୍ରତ୍ୟେକ ନୂଆ ଭିଡ଼ିଓ ର ସୂଚନା ପ୍ରଥମେ ପାଇପାରିବେ।
👍ଭିଡ଼ିଓ ଭଲ ଲାଗିଲେ Like କରନ୍ତୁ, Comment ଦ୍ୱାରା ଅଭିମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ Share କରନ୍ତୁ।
Email - diparaneedas1994@gmail.କମ୍ପାନୀ
#ଓଡ଼ିଆ ଗଣିତ #StudywithDipaDas #MathInOdia #CTExam #OSSCMath #OdiaEducation
Shared 1 year ago
192 views
Shared 1 year ago
240 views
Shared 1 year ago
143 views
Shared 1 year ago
251 views
Shared 1 year ago
313 views
Shared 1 year ago
226 views
Shared 1 year ago
221 views
Shared 1 year ago
121 views
Shared 1 year ago
147 views
Shared 1 year ago
265 views
Shared 1 year ago
136 views
Shared 1 year ago
129 views
Shared 1 year ago
130 views
Shared 1 year ago
227 views
Shared 1 year ago
177 views
Shared 1 year ago
169 views
Shared 1 year ago
1.1K views
Shared 1 year ago
142 views
Shared 1 year ago
131 views
Shared 1 year ago
142 views
Shared 1 year ago
200 views
Shared 1 year ago
226 views
Shared 1 year ago
144 views
Shared 1 year ago
280 views
Shared 1 year ago
701 views