Mo Aussie Life | ଅଷ୍ଟ୍ରେଲିଆରେ ମୋ ଜୀବନ

ନମସ୍କାର! 🙏 ମୁଁ Suprava।

Mo Aussie Life କୁ ସ୍ୱାଗତ! ଏହି channel ରେ Australia ରେ ମୋ real life journey, daily vlogs, Odia cooking, shopping, travel, festivals, job search experiences ଏବଂ Australia lifestyle ତୁମମାନଙ୍କ ସହ share କରିବି।

ଯଦି Australia ରେ ଜୀବନ କେମିତି, ନୂଆ ଜାଗା, food, ଏବଂ ଜଣେ Odia girl ଙ୍କ real journey ଦେଖିବାକୁ ଭଲପାଉଛ, ତାହେଲେ Subscribe କରି ମୋ ପରିବାରର ଅଂଶ ହୁଅନ୍ତୁ। ❤️

📍 Sydney, Australia 🇦🇺
🎥 New Vlogs Every Week

Business enquiries/Collaboration - suppy598@gmail.com