ALL INDIA AM CREATION

ଆମ ଚ୍ୟାନେଲ୍‌କୁ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ। 🙏❤️

ଏହି ଚ୍ୟାନେଲ୍‌ରେ ଆପଣମାନେ ପାଇବେ—
🎵 ନୂଆ ଓଡ଼ିଆ ଭଜନ
🎶 ନୂଆ ଓଡ଼ିଆ ଗୀତ
💔 ଓଡ଼ିଆ ସ୍ୟାଡ୍ ସଙ୍ଗ
🎧 ଡାନ୍ସ ସଙ୍ଗ
✨ ଏବଂ ସମସ୍ତ ପ୍ରକାରର ନୂଆ ଓଡ଼ିଆ ଗୀତ।

ଆପଣ ଯଦି ନିଜ ଗାଁ ପାଇଁ ଗୀତ, ନିଜ କ୍ଲବ୍ ପାଇଁ ସ୍ପେସିଆଲ୍ ଗୀତ କିମ୍ବା ନିଜ ପାଇଁ କଷ୍ଟମ୍ ଗୀତ ବନେଇବାକୁ ଚାହୁଁଛନ୍ତି, ତେବେ ଆମ Instagram ରେ Message କରନ୍ତୁ। 📩
Instagram Link ତଳେ ଦିଆଯାଇଛି। 👇

ମୁଁ ନିଜେ ଆପଣଙ୍କ ପାଇଁ ଗୀତ ଲେଖି ଏବଂ ତିଆରି କରିଦେବି। ❤️🎤

🙏 ଜୟ ଶ୍ରୀ ଜଗନ୍ନାଥ 🙏

ଆମ ଚ୍ୟାନେଲ୍‌କୁ Subscribe କରନ୍ତୁ ଏବଂ ନୂଆ ନୂଆ ଓଡ଼ିଆ ଗୀତର ଆନନ୍ଦ ନିଅନ୍ତୁ। 🔔🎶