ଅନଲାଇନ କୁନୁଆଁ ଚେନାଲ ୨୦୧୨ ରେ ମୁଲ କରାଯାଇଥିଲା। ସମ୍ବଲପୁରୀ ଲୋକ ସଂସ୍କୁତି ଆର ଭାଷା ସାହିତ୍ୟ ର ପ୍ରଚାର ଲାଗି କାମ କରୁଥିବାର ବିଶିଷ୍ଟ ବ୍ଯକ୍ତି ବିଶେଷ ମାନଂକୁ ଦର୍ଶକ ମାନଂକର ପାଖରେ ପୁହୁଁଚାବାର ଲାଗି। ଭବାନୀଶ ମୋବାଇଲ ନମ୍ବର-୯୪୩୭୭୮୧୨୨୫ www.sambalpurionline.com